ETV Bharat / city

ଫେକ ଟାଟା ଏମଡିର ଖୋଲିବ ରାଜ୍, ଓଡିଶାରେ ଠକେଇ ପାଇଁ ଏମିତି ଥିଲା ପ୍ଲାନ - Akash Pathak remand

ଆକାଶ ପାଠକକୁ ରିମାଣ୍ଡରେ ନେବାକୁ କମିଶନରେଟ ପୋଲିସ ଆବେଦନ କରିଛି । ଅଧିକ ପଢନ୍ତୁ...

କମିଶନରେଟ ପୋଲିସ
କମିଶନରେଟ ପୋଲିସ
author img

By

Published : Dec 10, 2020, 8:08 AM IST

ଭୁବନେଶ୍ବର: କେମିତି ଟାଟା ଏମଡିର ନକଲି ପରିଚୟ ତିଆରି କରିଥିଲେ। କିଏ ଏଥିପାଇଁ ମାଷ୍ଟରପ୍ଲାନ ଦେଇଥିଲେ । ମହାରାଷ୍ଟ୍ରରେ ଟେଲକୋ ଷ୍ଟ୍ରିଟରେ କିପରି ଚାଲୁଥିଲା ନକଲି ଟାଟା ଅଫିସ। ଏସବୁର ସତ ଓଗାଳିବାକୁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରିଛି କମିସନରେଟ ପୋଲିସ।

କମିଶନରେଟ ପୋଲିସ

ଏନେଇ ଜୁଡିସିଆଲ ରିମାଣ୍ଡରେ ନେବା ପରେ ଏସବୁର ଗୁମର ଖୋଲିବ। ତେବେ ଫେକ ଏମଡି ହୋଇ କଣ ଠକେଇ ପାଇଁ ଯୋଜନା କରୁଥିଲେ ଆକାଶ । ସେନେଇ ଗୁମର ଖୋଲିବ କମିସନରେଟ ପୋଲିସ।

କାରଣ ପ୍ରଥମ ପ୍ରକ୍ରିୟାରେ ଟାଟାକୁ ଆକାଶଙ୍କ ସମ୍ପର୍କରେ ଲେଖିଥିଲା କମିସନରେଟ ପୋଲିସ । ଜବାବରେ ଏଭଳି କୌଣସି ବ୍ୟକ୍ତି କାମ କରୁନାହାନ୍ତି ବୋଲି ଟାଟା କହିଥିଲା । ଯାହାକୁ ନେଇ ଖୋଳତାଡ କରିଛି ପୋଲିସ ।

ଆକାଶକୁ ରିମାଣ୍ଡରେ ଆଣିବା ପରେ ତାଙ୍କ ଦସ୍ତଖତ ନିଆଯିବ ତାକୁ ହ୍ୟାଣ୍ଡରାଇଟ ବ୍ୟୁରୋକୁ ପଠାଯିବ । ପରେ ତଥ୍ୟ କାଢ଼ିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.