ETV Bharat / city

ଡାନ୍ସ ବାରରେ ପୋଲିସ କମିଶନର ରାତି ଅଧିଆ ଚଢାଉ, 30ରୁ ଊର୍ଦ୍ଧ୍ବ ଯୁବତୀ ଅଟକ

author img

By

Published : Jul 27, 2019, 1:36 AM IST

Updated : Jul 27, 2019, 8:38 AM IST

କଟକ ରୋଡ଼ସ୍ଥିତ ବିଭିନ୍ନ ଡାନ୍ସ ବାରରେ କମିଶନରେଟ ପୋଲିସର ରାତି ଅଧିଆ ଚଢାଉ । 30ରୁ ଅଧିକ ଡାନ୍ସ ବାର ଗାର୍ଲ୍ ଅଟକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କମିଶନରେଟ ପୋଲିସ ରାତି ଅଧିଆ କଟକ ରୋଡ଼ସ୍ଥିତ ବିଭିନ୍ନ ଡାନ୍ସ ବାରରେ ଚଢାଉ କରିଛି । ବେଆଇନ ଭାବରେ କଟକ ରୋଡ଼ରେ ବିଭିନ୍ନ ବାର ଚାଲିଥିବାବେଳେ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଏହି ଚଢାଉ କରିଛି । ପାଖାପାଖି 30ରୁ ଅଧିକ ଡାନ୍ସ ବାର ଗାର୍ଲଙ୍କୁ ଥାନାରେ ଅଟକ ରଖିଛି କମିଶନରେଟ ପୋଲିସ ।

ରାଜଧାନୀରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ନିଶାକାରବାର ଠାରୁ ଆରମ୍ଭ କରି ଦ୍ରୁତଗତିରେ ଗାଡ଼ି ଚାଳନା କରିବା ସହ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ପୋଲିସର କଡା ଚେକିଂ ଚାଲିଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ କମିଶନରେଟ ପୋଲିସ ଓ କିଛି ପୋଲିସ ଫୋର୍ସ କଟକ ରୋଡ଼ସ୍ଥିତ ବିଭିନ୍ନ ବାରରେ ଚଢାଉ କରିଥିଲେ । ବିଭିନ୍ନ ଡାନ୍ସ ବାରରେ ଚାଲିଥିବା ବାର ଡାନ୍ସ ଗାର୍ଲଙ୍କୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖାଯାଇଛି । ଏହି ସ୍ପେଶାଲ୍ ଡ୍ରାଇଭ ପୋଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଡିସିପି ଓ ଏସିପି ଓ ଲକ୍ଷ୍ମୀସାଗର୍ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢାଉ ଜାରି ରହିଛି ।

ରାଜଧାନୀରେ ବେଆଇନ ଭାବରେ ବାର ଚଳାଇବା ସହ ଝିଅମାନଙ୍କୁ ସେଠାରେ ନେଇ ଡାନ୍ସ କରାଇବା ସହ ମାଲିକମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଏହା ବ୍ୟତୀତ ରାଜଧାନୀର ବିଭିନ୍ନ ଛକମାନଙ୍କରେ ଚେକିଂ କରିବା ସହ ନିଶା ଦ୍ରବ୍ୟ ସେବନ କରିଥିଲେ ମୋଟା ଅଙ୍କର ଫାଇନ କରାଯାଉଥିଲା । କିଛି ଦିନ ପୂର୍ବରୁ କଟକରେ ଘଟିଥିବା ଘଟଣାରେ କମିଶନରେଟ୍ ପୋଲିସ ଆର୍ଲଟ ହୋଇଯାଇଛି । ଭୁବନେଶ୍ୱର ଓ କଟକରେ ମିଳିତ ଭାବରେ ବିଭିନ୍ନ ଛକରେ ଚେକିଂ କରିବା ସହ ପାଟ୍ରୋଲିଂ କଡ଼ାକଡ଼ି କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଡାନ୍ସ ବାରରେ ରାତିଆଧିଆ ଛଡାଉ, କମିଶନରେଟ୍ ପୋଲିସ ହାତରେ ଡାନ୍ସ ବାର ଗାର୍ଲ୍।

କମିଶନରେଟ ପୋଲିସ ର ରାତି ଅଧିଆ କଟକ ରୋଡ଼ ସ୍ଥିତ ବିଭିନ୍ନ ଡାନ୍ସ ବାରରେ ଛଡାଉ କରିଛି। ବେଆଇନ ଭାବରେ କଟକ ରୋଡ଼ ସ୍ଥିତ ବିଭିନ୍ନ ବାର ଚାଲିଥିବା ବେଳେ କମିସନରେଟ ପୋଲିସର ଏକ ସ୍ଵତନ୍ତ୍ର ଦ୍ରାଇଭି କରିଛି। ପ୍ରାୟ ପାଖ ପାଖି 30 ରୁ ଅଧିକ ଡାନ୍ସ ବାର ଗାର୍ଲ୍ ଙ୍କୁ ଥାନାରେ ଅଟକ ରଖିଛି କମିସନରେଟ ପୋଲିସ।Body:

ସୂଚନା ଅନୁଯାୟୀ, ରାଜଧାନୀରେ କମିସନରେଟ ପୋଲିସ ର ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ନିସାକରବାର ଠାରୁ ଆରମ୍ଭ କରି ଦୃତ ଗତି ରେ ଗାଡ଼ି ଚାଳନା କରିବା ସହ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ପୋଲିସ ର କଡା ଚେିକିଂ ଚାଲିଛି। ତେବେ ବିଶେଷ ସୂତ୍ରରୁ ଖବର ପାଇ କମିସନରେଟ ପୋଲିସ ଓ କିଛି ପୋଲିସ ଫୋର୍ସ କଟକ ରୋଡ଼ ସ୍ଥିତ ବିଭିନ୍ନ ବାର ରେ ଛଡାଉ କରିଥିଲେ। ବିଭିନ୍ନ ଡାନ୍ସ ବାର ରେ ଚାଲିଥିବା ବାର ଡାନ୍ସ ଗାର୍ଲଙ୍କୁ ଲକ୍ଷ୍ମିସାଗରଥାନାରେ ଅଟକ ରଖାଯାଇଛି। ଏହି ସ୍ପେସାଲ୍ ଡ୍ରାଇଭ୍ ରେ ପୋଲିସ କମିସନରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଡିସିପି ଓ ଆସିପି ଓ ଲକ୍ଷ୍ମୀ ସାଗାର୍ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଛଡାଉ ଜରିରହିଛି।

ରାଜଧାନୀରେ ବାର ନାମରେ ବେଆଇନ ଭାବରେ ବାର ଚଳାଇବା ସହ ଝିଅ ମାନଙ୍କୁ ସେଠାରେ ନେଇ ଡାନ୍ସ କରାଇବା ସହ ମାଲିକ ମନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ଏତତ ବ୍ୟତୀତ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକି କରିବା ସହ ନିଶା ଦ୍ରବ୍ୟ ସେବନ କରିଥିଲେ ମୋଟା ଅଙ୍କର ଫାଇନ କରାଯାଉଥିଲା। କିଛି ଦିନ ପୂର୍ବରୁ କଟକ ରେ ଘଟିଥିବା ଘଟଣା ରେ କମିଶନରେଟ୍ ପୋଲିସ ଅର୍ଲଟ ହୋଇଯାଇଛି। ଭୁବନେଶ୍ୱର ଓ କଟକ ରେ ମିଳିତ ଭାବରେ ବିଭିନ୍ନ ଛକରେ ଚେକିନଂ କରିବା ସହ ପାଟ୍ରୋଳିଂ କଡ଼ାକଡ଼ି କରିଛି କମିସନରେଟ ପୋଲିସ।

Conclusion:
Last Updated : Jul 27, 2019, 8:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.