ETV Bharat / city

ତଡା ଖାଇବେ ନିଶା ବେପାରୀ, ଟାର୍ଗେଟରେ ଖଣ୍ଡଗିରି ଓ ଲକ୍ଷ୍ମୀସାଗର - special

ସାବାଡ ହେବେ ଅଭ୍ୟାସଗତ ନିଶା ବେପାରୀ । ଏନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ପେଶାଲ ଡ୍ରାଇଭ। ଏହି ନୂଆ ପ୍ଲାନରେ ଦୁଇ ଦିନ ଭିତରେ ୨୮ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Jul 12, 2019, 7:09 PM IST

ଭୁବନେଶ୍ବର: ସାବାଡ ହେବେ ଅଭ୍ୟାସଗତ ନିଶା ବେପାରୀ । ଏନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ପେଶାଲ ଡ୍ରାଇଭ। ଏହି ନୂଆ ପ୍ଲାନରେ ଦୁଇ ଦିନ ଭିତରେ ୨୮ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ରାଜଧାନୀରେ 2ଟି ଥାନା ଅଧୀନରେ ରହିଥିବା ନିଶା ବେପାରୀଙ୍କୁ ଉପରେ ନଜର ରଖିବା ସହ ଖୋଳତାଡ଼ କରୁଛି ପୋଲିସ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଖବର ଅନୁଯାୟୀ, ଦିନକୁ ଦିନ ରାଜଧାନୀରେ ଅପରାଧୀକ ସମସ୍ୟା ବଢ଼ିବାରେ ଲାଗିଛି। ସମସ୍ତ ଅପରାଧ ନିଶା କାରବାର ସହ ଲିଙ୍କ ରହିଛି। ଯେଉଁମାନେ ନିଶା ବ୍ୟବସାୟ କରୁଛନ୍ତି ସେମାନଙ୍କୁ ପୋଲିସ 3 ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବା ସହ ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।

ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୧୭୦ ଗ୍ରାମ ବ୍ରାଉନ ସୁଗାର, ୨୦ କେଜି ଗଞ୍ଜେଇ, ୭୭ ହଜାର ଟଙ୍କା ସହ କାର ବାଇକ ଜବତ କରିଛି କମିଶନରେଟ ପୋଲିସ।ରାଜଧାନୀକୁ ବ୍ରାଉନସୁଗାର ଖୋର୍ଦ୍ଧା ଓ କଟକର ଛତିଆ ପ୍ରବେଶ କରୁଥିବା ବେଳେ ସବୁ ନିଶା ବେପାରୀଙ୍କ ଉପରେ ଓଡିଶା ପୋଲିସର ନଜର ରହିବ ।

ଏହାସହ ଭୁବନେଶ୍ବରର ଖଣ୍ଡଗିରି ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଅଧିକ ନିଶାକାରବାର ହେଉଛି। ତେଣୁ ଆବଶ୍ୟକ ପଡ଼ିଲେ ନିଶା ବେପାରୀଙ୍କୁ ଉକ୍ତ ସ୍ଥାନରୁ ତଡିଦିଆଯିବ ସହ ସେମାନଙ୍କ ଉପରରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସ୍ୱତନ୍ତ୍ର ଡ୍ରାଇଭରେ କମିଶନରେଟ ପୋଲିସ ଏସଟିଏଫ ଓ ଏନସିବି ସହଯୋଗ କରୁଛନ୍ତି। ଏହି ସ୍ୱତନ୍ତ୍ର ଡ୍ରାଇଭରେ ରାଜଧାନୀର ଦୁଇଟି ପୋଲିସ ଥାନାକୁ ନିର୍ଦ୍ଦେଶ ରହିଛି। କମିଶନରେଟ ପୋଲିସ ଧାରା ୪୫,୪୬ ଅନୁସାରେ କାରବାର କରୁଥିବା ବେପାରୀଙ୍କୁ ତଡିବାକୁ ଯୋଜନା ପ୍ରସ୍ତୁତ ଚାଲିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନଜରରେ ଦୁଇ ଥାନା , ନିଶା ବେପାରୀଙ୍କୁ ଦିଆଯିବ ତଡିପାର ନିର୍ଦ୍ଧେଶ।

ଅଭ୍ୟାସଗତ ନିଶା ବେପାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି। ଦୁଇ ଦିନ ଭିତରେ ୧୭ ଟି ମାମଲା ରୁଜୁ ହୋଇଥିବା ବେଳେ ୨୮ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ରାଜଧାନୀ ରେ ଦୁଇ ଟି ଥାନା ଅଧୀନରେ ରହିଥିବା ନିଶା ବେପାରୀଙ୍କୁ ଉପରେ ନଜର ରଖିଛି କମିଶନରେଟ ପୋଲିସ । ସେମାଙ୍କ ଉପରେ ଖୋଳତାଡ଼ କରୁଛି ପୋଲିସ। କାର୍ଯ୍ୟାନୁଷ୍ଠାନ ପରେ ସେମାଙ୍କ ତଡିପାର ନିର୍ଦେଶ ଦିଆଯିବ ଖୁବ ଶୀଘ୍ର।

Body:

ରାଜଧାନୀ ରେ ଅପରାଧ ବଢ଼ିବାରେ ଲାଗିଛି। ସମସ୍ତ ଅପରଧ ରେ ନିଶା କାରବାର ସହ ଲିଙ୍କ ରହିଛି। ଯେଉଁଥିପାଇଁ ଛୀନ ତାଇ, ଲୁଟ କରିଥାଆନ୍ତି ଅପାରାଧି। ଯେଉଁ ମାନେ ନିଶା ବ୍ୟବସାୟୀ କରୁଛନ୍ତି ସେମାନଙ୍କୁ ପୋଲିସ3 ପକ୍ଷରୁ ଚିହ୍ନଟ ପକ୍ରିୟା ଆରମ୍ଭ ହେବା ସହ ଆଗାମୀ ଦିନରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କମିଶନରେଟ ପୋଲିସ ର ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିବା ବେଳେ ୧୭ ତା ମାମଲା ରୁଜୁ ହୋଇଥିବା ବେଳେ 28 ଜଣ ଗିରଫ ହୋଇଛନ୍ତି। ୧୭୦ ଗ୍ରାମ ବ୍ରାଉନ ସୁଗାର, ୨୦ କେଜି ଗଂଜେଇ, ୭୭ ହଜାର ଟଙ୍କା ସହ କାର ବାଇକ ଜବତ କରିଛି କମିଶନରେଟ ପୋଲିସ।
ରାଜଧାନୀକୁ ବ୍ରାଉନସୁଗାର ପ୍ରବେଶ କରୁଥିବା ଖୋର୍ଦ୍ଧା ଓ କଟକର ଛତିଆ। ଏହି ସବୁ ନିଶା ବେପାରୀଙ୍କ ଉପରେ ଓଡିଶା ପୋଲିସ ନଜର ରଖିଥିବା ବେଲେ ନିଜ ଥାନା ଅଧିକାରୀଙ୍କୁ ନିର୍ଦ୍ଧେଶ ରହିଛି ସମସ୍ତ ନିଶା ବେପାରୀଙ୍କ ଉପରେ ନଜର ରହିବ।
ଭୁବନେଶ୍ୱରରେ ରହିଥିବା ଦୁଇ ଟି ଥାନା ଉପରେ କମିଶନରେଟ ପୋଲିସ ର ନଜର ରହିଛି। ଯେଉଇଁ ଠି ଅଧିକ ରୁ ଅଧିକ ବ୍ରାଉନ ସୁଗାର ବିକ୍ରି କରାଯାଇଥାଏ। ଖଣ୍ଡଗିରି ଓ ଲକ୍ଷ୍ମୀସାଗର ପୋଲିସ ଥାନା। ଦୁଇ ଟି ଥାନା ଅଧୀନରେ ଅତ୍ୟଧିକ ନିଶା କାରବାର ହେଉଥିବାରୁ ଆବଶ୍ୟକ ପଡ଼ିଲେ ନିଶା ବେପାରୀଙ୍କୁ ତଡିପାର ହେବା ପାଇଁ ନିର୍ଦେଶ ଦିଆଯିବା ସହ ସେମାନଙ୍କ ଉପରରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ସ୍ୱତନ୍ତ୍ର ଡ୍ରାଇଭ ରେ କମିଶନରେଟ ପୋଲିସ ଏସଟିଏଫ ଓ ଏନସିବି ସହଯୋଗ କରୁଛନ୍ତି। ଏହି ସ୍ୱତନ୍ତ୍ର ଡ୍ରାଇଭ ରେ ରାଜଧାନୀର ଦୁଇ ଟି ପୋଲିସ ଥାନା କୁ ନିର୍ଦେଶ ରହିଛି। କମିଶନରେଟ ପୋଲିସ ଆକ୍ଟ ଅନୁଯାଇ ଆକ୍ଟ ୪୫,୪୬ ଧାରା ଅନୁସାରେ ତଡିପାର ନିମନ୍ତେ ନିଶା କାରବାର କରୁଥିବା ବେପାରୀଙ୍କ ଉପରେ ଯୋଜନା ପ୍ରସ୍ତୁତ ଚାଲିଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.