ETV Bharat / city

Babushan Marital Discord: ପ୍ରକୃତି ଓ ବାବୁଶାନଙ୍କୁ କମିଶନରେଟ ପୋଲିସର ନୋଟିସ - ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଘଟଣା

ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଘଟଣା । ଫୋନ୍‌ ଯୋଗେଁ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନଙ୍କୁ ନୋଟିସ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

Babushan Marital Discord: ଫୋନ ଯୋଗେ ପ୍ରକୃତି ବାବୁଶାନଙ୍କୁ ପୋଲିସର ନୋଟିସ

author img

By

Published : Jul 24, 2022, 6:28 PM IST

Updated : Jul 24, 2022, 6:44 PM IST

ଭୁବନେଶ୍ବର: ଓଲିଉଡ଼ ଅଭିନେତା ବାବୁଶାନ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ବିବାହ ବିବାଦ । ପ୍ରକୃତି ମିଶ୍ର ଓ ବାବୁଶାନଙ୍କୁ ନୋଟିସ କରିଛି କମିଶନରେଟ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍‌ କରିଛି ପୋଲିସ । ଯେଉଁ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ହେଉଥିଲା ଖାରବେଳନଗର ପୋଲିସ ଉକ୍ତ ଗେଷ୍ଟହାଉସରେ ପହଞ୍ଚି ପଚରାଉଚରା କରିଛି । ସତ୍ୟନଗର ଅଞ୍ଚଳରେ ରହିଛି ଏହି ଗେଷ୍ଟ ହାଉସ୍‌ ।

Babushan Marital Discord: ଫୋନ ଯୋଗେ ପ୍ରକୃତି ବାବୁଶାନଙ୍କୁ ପୋଲିସର ନୋଟିସ

ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ତୃପ୍ତିଙ୍କ ପିତା ତଥା ବାବୁଶାନଙ୍କ ଶ୍ବଶୁର ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ । ଏହାପରେ ଲଳିତଙ୍କୁ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୭ ଜଣଙ୍କ ବୟାନ ରେକର୍ଡ କରିଛି ।

ଏହା ବି ପଢନ୍ତୁ- ରାଜରାସ୍ତାରେ ହାଇଡ୍ରାମା ପରେ ବଡ ବୟାନ ଦେଲେ ବାବୁଶାନ

ଘଟଣାରେ ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ ହୋଇଛି । ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀ, ତୃପ୍ତିଙ୍କ ମାଉସୀ, ତୃପ୍ତିଙ୍କ ମଉସା ଅଶୋକ ପ୍ରହରାଜଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ପ୍ରକୃତିଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର ଓ ମନ୍ମଥ ମିଶ୍ରଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 24, 2022, 6:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.