ETV Bharat / city

ନିଆରା ଟ୍ରାଫିକ ସଚେତନତା, ଚାବି ରିଙ୍ଗରେ ବଣ୍ଟାଯାଉଛି ବାର୍ତ୍ତା

author img

By

Published : Sep 17, 2019, 3:18 PM IST

ଫୁଲ କି ଚକଲେଟ ନୁହେଁ, ମନେ ରଖିବାକୁ ଚାବି ରିଙ୍ଗ ଜରିଆରେ ଦିଆଯାଇଛି ବାର୍ତ୍ତା। ତାସହିତ ସ୍ବତନ୍ତ୍ର ଷ୍ଟିକର ଜରିଆରେ ସଚେତନତା କରିଛନ୍ତି କମିଶନରେଟ ପୋଲିସ ଓ ଇଣ୍ଡିଆନ ୟୁଥ ଆସୋସିଏସନ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦେଶରେ ଲାଗୁ ହୋଇଥିବା ନୂଆ ଯାନବାହାନ ଆଇନରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ପୁଲିସ ନୂଆ ନୂଆ ନିୟମ ଲାଗୁ କରୁଛି। ଏହା ସହ କେମିତି ଲୋକେ ଟ୍ରାଫିକ ନିୟମ ମାନି ସଚେତନ ହେବେ ସେନେଇ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ନିଆରା ଟ୍ରାଫିକ ସଚେତନତା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଏଥର ଫୁଲ କି ଚକଲେଟ ନୁହେଁ, ମନେ ରଖିବାକୁ ଚାବି ରିଙ୍ଗ ଜରିଆରେ ଦିଆଯାଇଛି ବାର୍ତ୍ତା। ତାସହିତ ସ୍ବତନ୍ତ୍ର ଷ୍ଟିକର ଜରିଆରେ ସଚେତନତା କରିଛନ୍ତି କମିଶନରେଟ ପୋଲିସ ଓ ଇଣ୍ଡିଆନ ୟୁଥ ଆସୋସିଏସନ।

ନାଲକୋ ଛକରେ ଚାଳକଙ୍କୁ ଚାବି ରିଙ୍ଗ ଦେବା ସହ ଚାରି ଚକିଆ ଓ ତିନି ଚକିଆ ଅଟୋରେ 'ମୁଁ ବି ମାନୁଛି' ଭଳି ଷ୍ଟିକର ଜରିଆରେ ଏକ ସଚେତନତା ବାର୍ତ୍ତା ଦିଆଯାଇଛି।

ଯାହାକୁ ଘରେ ବା କୌଣସି ସ୍ଥାନରେ ଦେଖିଲେ, ଯେପରି ଟ୍ରାଫିକ ନିୟମ ପ୍ରତି ଅବଗତ ରହିବେ ଓ ମନେ ରଖିବେ ସେନେଇ ନିଆରା ଢଙ୍ଗରେ ପ୍ରୟାସ କରିଛି କମିଶନରେଟ ପୋଲିସ । ଏବେ ଚାଲାଣ ଭୟରେ ହେଉ ଅଥବା ସୁରକ୍ଷା ନେଇ ଲୋକେ ଢେର ସଚେତନ ହେଲେଣି । ଆଉ ଏଥିପାଇଁ ଗାଡି ଚାଳକଙ୍କ ମଧ୍ୟରେ ହେଲମେଟ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି ।

ମାତ୍ର ଆଗକୁ ଡବଲ ହେଲମେଟ ବ୍ୟବହାର ଅର୍ଥାତ ବାଇକ ଚାଳକର ପଛରେ ବସିଥିବା ଲୋକ ବି କିପରି ହେଲମେଟ ବ୍ୟବହାର କରିବେ। ସେନେଇ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ ରଖାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିଆରା ଟ୍ରାଫିକ ସଚେତନତା,
ମନେରଖିବାକୁ ଚାବି ରିଙ୍ଗରେ ବାର୍ତାBody:

ରାଜଧାନୀରେ ନିଆରା ଟ୍ରାଫିକ ସଚେତନତା।ଫୁଲ କି ଚକଲେଟ ନୁହେଁ ମନେ ରଖିବାକୁ ଚାବି ରିଙ୍ଗ ଜରିଆରେ ବାର୍ତା।ତା ସହିତ ସ୍ବତନ୍ତ୍ର ଷ୍ଟିକର ଜରିଆରେ ସଚେତନତା କରିଛନ୍ତି କମିସନରେଟ ପୋଲିସ ଓ ଇଣ୍ଡିଆନ ୟୁଥ ଆସୋସିଏସନ।ନାଲକୋ ଛକରେ ଚାବି ରିଙ୍ଗ ଦେଇ ଚାରିଚକିଆ ଓ ତିନିଚକିଆ ଅଟୋରେ ଷ୍ଟିକର ଜରିଆରେ ମୂଁ ବି ମାନୁଛି ଭଳି ଏକ ସଚେତନତା ବାର୍ତା ଦିଆଯାଇଛି।ଯାହାକୁ ଘରେ ବା କଣସି ସ୍ଥାନରେ ଦେଖିଲେ ଯେପରି ଟ୍ରାଫିକ ନିୟମ ପ୍ରତି ଅବଗତ ରହିବେ ଓ ମନେ ରଖିବେ ସେନେଇ ନିଆରା ଢଙ୍ଗରେ ପ୍ରୟାସ ଜାରି ରଖିଛି କମିସନରେଟ ପୋଲିସ । ଏବେ ଅଧିକାଁଶରେ ହେଲେମେଟ ବ୍ଯବହାର କରୁଥିବା ବେଳେ ଆଗକୁ ଡବଲ ହେଲେମେଟ ଅଥବା ବାଇକ ଆରୋହି ରଯପଛରେ ବସିଥିବା ଲୋକ ହେଲମେଟ ବ୍ଯବହାର କରିବା କିପରି ଅଧିକ ହେବ ସେନେଇ ଲକ୍ଷ ରଖାଯାଇଛି।
Conclusion:ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି
ବାଇଟ-ଆଦିତ୍ଯ ସାମଲ,ପିଆରଓ,ଇଣ୍ଡିଆନ ୟୁଥ ଆସୋସିଏସନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.