ETV Bharat / city

ସ୍ପେଶାଲ ଅପରେସନରେ ଡିଟିଏଫ, ଖୋଲିପାରେ ଇଣ୍ଟରନ୍ୟାସନାଲ ସିକ୍ରେଟ - ନିଶାମାଫିଆଙ୍କ ନେଟୱାର୍କ ପଛରେ କମିଶନରେଟ ପୋଲିସ

ନିଶାମାଫିଆଙ୍କ ନେଟୱାର୍କ ପଛରେ କମିଶନରେଟ ପୋଲିସ । ଯେଉଁଥିରେ ଅଛନ୍ତି ଆଡିସିନାଲ କମିସନର ସଂଜୟ ସିଂ। ଯାହାଙ୍କ ନେତୃତ୍ବରେ ସିକ୍ରେଟ ଅପରେସନ ଜାରି ରଖିଛି କମିସନରେଟ ପୋଲିସର ଏହି ଡିଟିଏଫ ଟିମ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Sep 29, 2019, 4:37 AM IST

Updated : Sep 29, 2019, 11:55 AM IST

ଭୁବନେଶ୍ବର: ରାଜଧାନୀରେ ନିଶା ମାଫିଆଙ୍କ ନେଟୱର୍କ ପଛରେ କମିଶନରେଟ ପୋଲିସ। ଛୋଟ ଛୋଟ ଡେଲି ଭେରି ବୟ ପଛରେ ନୁହେଁ ବରଂ ବଡ ନେଟୱର୍କ ପଛରେ ଏହି ସ୍ପେଶାଲ ଟିମ। ବ୍ରାଉନସୁଗାର ନେଟୱର୍କର ବଡ ଖୁଲାସା କରିବାକୁ ଲାଗିପଡିଛନ୍ତି ଏହି ସ୍ପେଶାଲ ଟିମ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଯେଉଁଥିରେ ଅଛନ୍ତି ଆଡିସିନାଲ କମିଶନର ସଂଜୟ ସିଂ। ଯାହାଙ୍କ ନେତୃତ୍ବରେ ସିକ୍ରେଟ ଅପରେସନ ଜାରି ରଖିଛି କମିଶନରେଟ ପୋଲିସର ଏହି ଡିଟିଏଫ ଟିମ। ଡ୍ରଗ ଟାସ୍କ ଫୋର୍ସ ଟିମ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରଖିଛନ୍ତି ବଡ ଅପରେସନ। ବିଶେଷ କରି ଡ୍ରଗ୍ସ କାରବାର ପଛର ବଡ ନେଟୱର୍କ ଧରିବାକୁ କମିଶନରେଟ ପୋଲିସ ଚଳାଇଛି ଜୋରଦାର ପ୍ରୟାସ।

ଏପରିକି ରାଜ୍ୟର ଅନ୍ୟ ଜିଲ୍ଲାରେ ରହିଥିବା ଡ୍ରଗସ ମାଫିଆ ଲିଷ୍ଟ ସହ ସେମାନଙ୍କ ନେଟୱର୍କରେ ରହିଥିବା ମାଫିଆଙ୍କ ଲିଷ୍ଟ, ଡେଲିଭେରି ଟାଇମିଂ ,ଡେଲିଭେରିର ବିଭିନ୍ନ ତରିକା, ଡେଲିଭେରି ପାଇଁ ବ୍ୟବହୃତ ଗାଡି ଓ ମୋବାଇଲର କୋର୍ଡୱାର୍ଡ। ସବୁକିଛି ସୁରାକ ପାଇଁ ଗୋଟିଏ ପରେ ଗୋଟିଏ ଡ୍ରଗ ନେଟୱର୍କର ଚେର ଖୋଜିବାକୁ ଜୋରସୋରରେ ପ୍ରୟାସ ଜାରି ରଖିଛି କମିସନରେଟ ପୋଲିସର ଏହି ସ୍ପେଶାଲ ଟିମ।

ଏନେଇ ଏସଟିଏଫ ହାତରେ ଗିରଫ ହୋଇ ଜେଲରେ ଥିବା ଏସକେ ରାଜାକୁ ମଧ୍ୟ ସିକ୍ରେଟରେ ପଚରାଉଚରା କରିଛି। ଏପରିକି ଭୁବନେଶ୍ବରର ବ୍ରାଉନସୁଗାର କାରବାର ପଛର ମୁଖ୍ୟ ନେଟୱର୍କ ଓ ତାର ବିକଳ୍ପ ସୋର୍ସ ପଛରେ ପଡିଛି ଏହି ସ୍ପେଶାଲ ଟିମ ଡିଟିଏଫ।

ତେବେ ଏନେଇ ବିଶେଷ ଖୁଲାସା କରିନଥିବା ବେଳେ ଏହି ଟିମ ତାର କାମ ଜାରି ରଖିଛି ବୋଲି କହିଛନ୍ତି ପୋଲିସ କମିଶନର। ଖୁବଶିଘ୍ର ଏହା ପଛର ଏକ ବଡ ନେଟୱର୍କର ଖୁଲାସା ହୋଇପାରେ କହିଛନ୍ତି। ତେବେ ବ୍ରାଉନସୁଗାରର ଇଣ୍ଟରନ୍ୟାସନାଲ ମାଫିଆଙ୍କ ବଡ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍ପେଶାଲ ଅପରେସନରେ ଡିଟିଏଫ,
ଖୋଲିପାରେ ଇଣ୍ଟରନାସନାଲ ସିକ୍ରେଟ
Body:
ରାଜଧାନୀରେ ନିଶା ମାଫିଆଙ୍କ ନେଟୱର୍କ ପଛରେ କମିସନରେଟ ପୋଲିସ।ଛୋଟ ଛୋଟ ଡେଲି ଭେରି ବୟ ପଛରେ ନୁହେଁ ବରଂ ବଡ ନେଟୱର୍କ ପଛରେ ଏହି ସ୍ପେଶାଲ ଟିମ।ବ୍ରାଉନସୁଗାର ନେଟୱର୍କର ବଡ ଖୁଲାସା କରିବାକୁ ଲାଗିପଡିଛନ୍ତି ଏହି ସ୍ପେଶାଲ ଟିମ।ଯେଉଁଥିରେ ଅଛନ୍ତି ଆଡିସିନାଲ କମିସନର ସଂଜୟ ସିଂ।ଯାହାଙ୍କ ନେତୃତ୍ବରେ ସିକ୍ରେଟ ଅପରେସନ ଜାରି ରଖିଛି କମିସନରେଟ ପୋଲିସର ଏହି ଡିଟିଏଫ ଟିମ।ଡ୍ରଗ ଟାସ୍କ ଫୋର୍ସ ଟିମ ଯେକି ବର୍ତମାନ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଜାରି ରଖିଛନ୍ତି ବଡ ଅପରେସନ। ବିଶେଷ କରି ଡ୍ରଗସ କାରବାର ପଛର ବଡ ନେଟୱର୍କ ଧରିବାକୁ କମିସନରେଟ ପୋଲିସ ଚଳାଇଛି ଜୋରଦାର ପ୍ରୟାସ।ଏପରିକି ରାଜ୍ଯର ଅନ୍ଯ ଜିଲ୍ଲାରେ ରହିଥିବା ଡ୍ରଗସ ମାଫିଆ ଲିଷ୍ଟ ସହ ସେମାନଙ୍କ ନେଟୱର୍କରେ ରହିଥିବା ପେଡଲରଙ୍କ ଲିଷ୍ଟ।ଡେଲିଭେରି ଟାଇମିଂ ,ଡେଲିଭେରି ର ବିଭିନ୍ନ ତରିକା ,ଡେଲିଭେରି ପାଇଁ ବ୍ଯବହୃତ ଗାଡି ଓ ମୋବାଇଲର କୋର୍ଡୱାର୍ଡ।ସବୁକିଛି ସୁରାକ ପାଇଁ ଗୋଟିଏ ପରେ ଗୋଟିଏ ଡ୍ରଗ ନେଟୱର୍କ ର ଚେର ଖୋଜିବାକୁ ଜୋରସୋରରେ ପ୍ରୟାସ ଜାରି ରଖିଛି କମିସନରେଟ ପୋଲିସର ଏହି ସ୍ପେଶାଲ ଟିମ।ଏନେଇ ଏସଟିଏଫ ହାତରେ ଗିରଫ ହୋଇ ଜେଲରେ ଥିବା ଏସ କେ ରାଜାକୁ ମଧ୍ଯ ସିକ୍ରେଟରେ ପଚରାଉଚରା କରିଛି। ଏପରିକି ଭୁବନେଶ୍ବରର ବ୍ରାଉନସୁଗାର କାରବାର ପଛର ମୁଖ୍ଯ ନେଟୱର୍କ ଓ ତାର ବିକଳ୍ପ ସୋର୍ସ ପଛରେ ପଡିଛି ଏହି ସ୍ପେଶାଲ ଟିମ ଡିଟିଏଫ।ତେବେ ଏନେଇ ବିଶେଷ ଖୁଲାସା କରିନଥିବା ବେଳେ ଏହି ଟିମ ତାର କାମ ଜାରି ରଖିଛି ବୋଲି କହିଛନ୍ତି ପୋଲିସ କମିସନର।ଖୁବଶିଘ୍ର ଏହା ପଛର ଏକ ବଡ ନେଟୱର୍କର ଖୁଲାସା ହୋଇପାରେ କହିଛନ୍ତି।ତେବେ ବ୍ରାଉନସୁଗାରର ଇଣ୍ଟରନାସ ମାଫିଆଙ୍କ ବଡ ଖୁଲାସା ହୋଇପାରେ ବୋଲି ଆଶାକରାଯାଉଛି।Conclusion:ବାଇଟ-ଡଃ ସୁଧାଶୁ ଷରଙ୍ଗି,ପୋଲିସ କମିସନର
Last Updated : Sep 29, 2019, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.