ETV Bharat / city

ବିବାଦୀୟ ମନ୍ତବ୍ୟ ପଡିପାରେ ମହଙ୍ଗା, ବଦଳିପାରନ୍ତି ପୋଲିସ କମିଶନର! - ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ବିବାଦୀୟ ବୟାନ ଦେଇ ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାକୁ ନେଇ ସେ ସୋସିଆଲ ମିଡିଆ ସହ ରାଜନୈତିକ ମହଲରେ ଆକ୍ରୋଶର ଶିକାର ହୋଇଛନ୍ତି। ଏପରିକି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହି ମନ୍ତବ୍ୟକୁ କଡା ବିରୋଧ କରିଛନ୍ତି। ଯାହାକୁ ନେଇ ସେ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି।

commisioner-statement-goes-wrong
ବିବାଦୀୟ ମନ୍ତବ୍ୟ ପଡିପାରେ ମହଙ୍ଗା, ବଦଳିପାରନ୍ତି ପୋଲିସ କମିଶନର!
author img

By

Published : Jan 3, 2020, 11:54 PM IST

Updated : Jan 4, 2020, 4:43 AM IST

ଭୁବନେଶ୍ବର: ‘ରୋଷେଇ ଶିଖି ନଥିବା ପୁଅକୁ ବିବାହ କରନାହିଁ ’ ବୟାନ ଦେଇ ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାକୁ ନେଇ ସେ ସୋସିଆଲ ମିଡିଆ ସହ ରାଜନୈତିକ ମହଲରେ ଆକ୍ରୋଶର ଶିକାର ହୋଇଛନ୍ତି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହି ମନ୍ତବ୍ୟକୁ କଡା ବିରୋଧ କରିବା ସହ ସମାଲୋଚନା କରିଛନ୍ତି। ପୋଲିସ କମିଶନରଙ୍କ ମନ୍ତବ୍ୟ ପୁରୁଷ ଓ ନାରୀ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି । ଏପରି ବୟାନ ପାଇଁ ସେ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରୋଷେଇ ଜାଣି ନଥିବା ପୁଅ କଣ ନାରୀକୁ ସମ୍ମାନ କରେନି ? ଏହା କଣ ପାଇଁ ମହିଳା ଏସପିଓଙ୍କ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହି ଘଟଣାରେ ଅସନ୍ତୋଷର ବାତାବରଣ ତୃତୀୟ ମହଲା ଯାଏ ପହଞ୍ଚିଛି । ଯାହାକୁ ନେଇ ପୋଲିସ କମିଶନର ବଦଳିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଏସପିଓ (ୱିମେନ) ନିଯୁକ୍ତି ରେ ଯୋଗ ଦେବା ବେଳେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ବିବାଦୀୟ ବକ୍ତବ୍ୟ ଦେଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରୋଷେଇ ଶିଖିନଥିବା ପୁଅକୁ ବିବାହ କରନାହିଁ
ବୟାନ ଦେଇ ବଦଳିପାରନ୍ତି ପୋଲିସ କମିସନରBody:

ମହିଳା ସଶକ୍ତିକରଣ କାର୍ଯକ୍ରମ ଏସପିଓ ୱେମନ ନିଯୁକ୍ତି ବେଳେ ନିଜର ବକ୍ତବ୍ଯ ଦେଇ ଅଡୁଆରୋ ଟ୍ବିନସିଟି ପୋଲିସ କମିସନର।ଏବେ ଯଦି ପୁଅ ରୋଷେଇ ଶିଖିନି,ତେବେ ତାକୁ ବାହା ହୁଅ ନାହିଁ କହି ବିବାଦରେ ଛନ୍ଦି ହୋଇଛନ୍ତି।ଯାହାକୁ ନେଇ ରାଜନୈତିକ ମହଲଠୁ ଆରମ୍ଭ କରି ସୋସିଆଲ ମିଡିଆରେ ଆକ୍ରୋଶର ଶିକାର ହୋଇଛନ୍ତି।ଅନେକ ଲୋକ ଏନେଇ କମିସନରଙ୍କୁ ଟାର୍ଗଟ କରି ପାଲଟା ବୟାନ ଦେଇଛନ୍ତି। ପୁରୁଷ ଓ ନାରି ସମାନତା ସମାଜ ଭିତରେ ଏହା ସଂଗଠିତ କରିବ ନାହିଁ ବୋଲି ଅନେକ ମତ ପ୍ରକାଶ କରିଛନ୍ତି।ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହାକୁ କଡା ବିରୋଧ କରିବା ସହ ସମାଲୋଚନା କରିଛନ୍ତି।କେବଳ କାହିଁକି ମହିଳା ଏସପିଓ ବୋଲି ପ୍ରଶ୍ନ କରିଛନ୍ତି।ରୋଷେଇ ଜାଣି ନଥିବା ପୁଅ କଣ ନାରିକୁ ସମ୍ମାନ କରେନି ବୋଲି ପ୍ରଶ୍ନ କରିଛନ୍ତି।କହିଛନ୍ତି ପୁରୁଷ ଓ ନାରୀ ମଧ୍ଯରେ ସମାନତା ଦେଖୁଥିବା ସମାଜରେ ଏପରି ବୟାନ ଏକ ବିଭେଦତା ସୃଷ୍ଟି କରୁଛି।ଯାହା ଏବେ ପୋଲିସ କମିସନର ସୁଧାଁଶୁ ଷରଙ୍ଗିଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।ଏପରିକି ଏନେଇ ଅସନ୍ତୋଷର ବାତାବରଣ ୩ ମହଲା ଯାଏ ପହଂଚିଛି। ଏନେଇ କମିସନରଙ୍କ ଏପରି ବୟାନ ଓ କାର୍ଯକ୍ରମ ନେଇ ଖୁବଶିଘ୍ର ଏକ ବଡ ଧରଣର ପରିବର୍ତନର ଆହ୍ବାନ ସୃଷ୍ଟି କରିଛି।ଏପରିକି ପୋଲିସ କମିସନରଙ୍କ ଏପରି ବୟାନ ନେଇ କମିସନର ବଦଳିପାରନ୍ତି ବୋଲି ତୃତିୟ ମହଲାରେ ଚର୍ତା ଜୋର ଧରିଛି।

Sir ,
Congratulations for all the good works.
However I have an appeal which I would like to Place before you ;
Why only women SPO when the need of the hour is Equality .The Present times call for Mens action to stop violence against women .If men could have been included in the team of newly recruited SPO's it would have been ideal and onus would have been shared .We could have also made our world more equal .
Sir , You have Put cooking as a criteria for marriage .I do not know cooking but does that mean I do not respect women or I do not want their empowerment .
This messages will not help bring equilibrium in society rather break it .
Many rules have been made for traffic violators but what about Police Personnel who misbehave & bring bad reputation to Government.
Proud of you as city Police commissioner but unable to be convinced by your statement yesterday .
With sincere regards,
Dr Lenin MohantyConclusion:
Last Updated : Jan 4, 2020, 4:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.