ETV Bharat / city

ବଜରଙ୍ଗ ଦଳର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ହାସ୍ୟ ଅଭିନେତା ପ୍ରଜ୍ଞା

author img

By

Published : Jul 18, 2020, 1:30 PM IST

Updated : Jul 18, 2020, 5:41 PM IST

ଅଡୁଆରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ । ହାସ୍ୟ ଅଭିନୟ ନାଁରେ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଛି ବଜରଙ୍ଗ ଦଳ । ସେପଟେ ଦଳର ଅଭିଯୋଗକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଜ୍ଞା । ଅଧିକ ପଢନ୍ତୁ...

ଅଡୁଆରେ ହାସ୍ଯ ଅଭିନେତା ପ୍ରଜ୍ଞାନ
ଅଡୁଆରେ ହାସ୍ଯ ଅଭିନେତା ପ୍ରଜ୍ଞାନ

ଭୁବନେଶ୍ବର: ଅଡୁଆରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ । ହାସ୍ୟ ଅଭିନୟ ନାଁରେ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରୁଥିବା ଅଭିଯୋଗ ହୋଇଛି । ବଜରଙ୍ଗ ଦଳ ତାଙ୍କ ନାଁରେ ଆଣିଛି ଏଭଳି ସାଂଘାତିକ ଅଭିଯୋଗ ।

ବଜରଙ୍ଗ ଦଳର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ହାସ୍ୟ ଅଭିନେତା ପ୍ରଜ୍ଞା

ନିଜ ଅଭିନୟ ଆଳରେ ସେ ହିନ୍ଦୁ ଦେବାଦେବୀଙ୍କ ମଜାକ୍ ଉଡାଉଛନ୍ତି । ଏପରି କରି ସେ ଧର୍ମୀୟ ଭାବନାକୁ କୁଠାରଘାତ କରୁଛନ୍ତି । ଯାହା ହିନ୍ଦୁ ପ୍ରେମୀଙ୍କୁ କଷ୍ଟ ଦେଉଛି ବୋଲି ଅଭିଯୋଗ ଆଣି ଡିସିପିଙ୍କ ଅଫିସରେ ଦ୍ବାରସ୍ଥ ହୋଇଛି ଦଳ । ଏଥିସହ ଡିସିପିଙ୍କୁ ସାକ୍ଷାତ କରି ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ସେପଟେ ବଜରଙ୍ଗ ଦଳ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଏକ ଭିଡିଓ ମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପ୍ରଜ୍ଞା । ନିଜ କାର୍ଯ୍ୟକଳାପ ପାଇଁ ସେ ଅନୁତାପ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 18, 2020, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.