ETV Bharat / city

ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ - ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ସଚିବମାନେ ଯୋଗ ଦେବେ ।

collector conference in lokseva bhawan
ଆଜି ଜିଲ୍ଲାପାଳ କନଫରେନ୍ସ
author img

By

Published : Jan 16, 2020, 2:03 PM IST

Updated : Jan 17, 2020, 8:57 AM IST

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ 10ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବୋଲି ସୂଚନା ମିଳିଛି । ସମସ୍ତ ବିଭାଗର ସଚିବମାନେ ଏହି ବୈଠକରେ ଉପସ୍ଥିତ ରହିବେ ।

collector conference in lokseva bhawan
ଆଜି ଜିଲ୍ଲାପାଳ କନଫରେନ୍ସ
collector conference in lokseva bhawan
ଆଜି ଜିଲ୍ଲାପାଳ କନଫରେନ୍ସ

ମୁଖ୍ୟତଃ ନୂତନ ଟେକ୍ନୋଲୋଜି, ଇମ୍ଫାଷ୍ଟ୍ରକ୍ଚର ଡେଭଲପମେଣ୍ଟ,ସ୍ଵାସ୍ଥ୍ୟ ସେବା, ସ୍କୁଲ ଶିକ୍ଷା, ଗୁଡ୍ ଗଭର୍ଣ୍ଣାସ ଓ ମହିଳା ସଶକ୍ତିକରଣ ଉପରେ ଆଲୋଚନା ହେବ । ଏହି ସହ ମୋ ସରକାର ଓ ୫ଟି କୁ କିଭଳି ଭାବରେ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ କରାଯାଇ ଏହାର ସଠିକ ପରିଚାଳନା କରାଯାଇପାରିବ ସେଦିଗରେ ମଧ୍ୟ ବିସ୍ତୃତ ଆଲୋଚନା ହେବ। ଲୋକସେବା ଭବନର ନୂଆ ଅଡିଟୋରିଅମରେ ଏହି ବୈଠକ ଅନୁଷ୍ଠିତ ହେଉଛି ।

collector conference in lokseva bhawan
ଆଜି ଜିଲ୍ଲାପାଳ କନଫରେନ୍ସ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:
ଆସନ୍ତାକାଲି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ ବୈଠକ ବସିବ ।ଏହି ବୈଠକରେ ରାଜ୍ୟର
ସମସ୍ତ ଜିଲ୍ଲାପାଳଙ୍କ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିବ ଏହି ବୈଠକ ।
ଦୁଇଦିନ ଧରି ଚାଲିବ ବୈଠକ
10ଟି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ହେବ ଆଲୋଚନା ବୋଲି ସୂଚନା ।
Body:ମୁଖ୍ୟତଃ ନୂତନ ଟେକନୋଲୋଜି, ଇମ୍ଫାଷ୍ଟ୍ରକ୍ଚର ଡେଭଲ,ପମେଣ୍ଟ,ସ୍ଵାସ୍ଥ୍ୟ ସେବା,ସ୍କୁଲ ଶିକ୍ଷା,ଗୁଡ୍ ଗଭର୍ଣାର୍ଣ୍ସ ,ମହିଳା ଶଶକ୍ତି କରଣ ଉପରେ ଆଲୋଚନା ହେବ ।Conclusion:ଏହି ସହ ମୋ ସରକାର ଓ ୫ଟି କୁ କିଭଳି ଭାବରେ କାର୍ଯ୍ୟକାରୀ କରିବା ସହ ଏହାର ସଠିକ ପରିଚାଳନା ଦିଗରେ ମଧ୍ୟ ବିସ୍ତୃତ ଆଲୋଚନା ହେବ ।
ନୂଆ ଅଡିଟୋରିଅମରେ ବସିବ ବୈଠକ
ସମସ୍ତ ବିଭାଗର ସଚିବମାନେ ବି ଏହି ବୈଠକରେ ଉପସ୍ଥିତ ରହିବେ।
Last Updated : Jan 17, 2020, 8:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.