ETV Bharat / city

ନ୍ୟାସନାଲ ଜିଓଗ୍ରାଫିକରେ ନଜର ଆସିବେ ନବୀନ! - ନବୀନ ନିବାସ

ଗତ ଦୁଇ ଦଶନ୍ଧିରେ ରାଜ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ମହାମୁକାବିଲା କେମିତି ଥିଲା । ଦେଖିବ ଭାରତ, ଜାଣିବ ଦୁନିଆ ।

ଫାଇଲ ଫଟୋ
author img

By

Published : Sep 20, 2019, 7:02 AM IST

Updated : Sep 20, 2019, 10:09 AM IST

ଭୁବନେଶ୍ବର: ନମୋ ଆସିଥିଲେ ଡିସକଭରୀରେ ଆଉ ନବୀନ ଆସିବେ ନ୍ୟାସନାଲ ଜିଓଗ୍ରାଫିକରେ । ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏନେଇ ବିଜ୍ଞାପନ ଦିଆଯାଉଛି । ଆସନ୍ତା ସେପ୍ଟେମ୍ବର 27 ତାରିଖରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ସ୍ବତନ୍ତ୍ର ସୋ’ ପ୍ରସାରିତ ହେବ । ଯାହାର ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଛି । ଏହା ସହ ଆଉ କିଛି ଭାଗ ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ହୋଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଏହି ସୋ’ରେ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ତଥ୍ୟ ରଖିବେ । ୧୯୯୯ ଓ ୨୦୧୯ ବାତ୍ୟାର ଦୁଇ ଦଶନ୍ଧିର ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିବ । ଖୁବଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏନେଇ ଟିଜର ଆସିବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

SG

Conclusion:
Last Updated : Sep 20, 2019, 10:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.