ETV Bharat / city

ବିଶ୍ବ ମହିଳା ଦିବସରେ ନବୀନଙ୍କ ଶୁଭେଚ୍ଛା - naveen pattnaik tweet on womens day

ବିଶ୍ବ ମହିଳା ଦିବସରେ ଟ୍ବିଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀଙ୍କୁ ସଶକ୍ତି କରିବା ଦିଗରେ ବିଭିନ୍ନ ବିକାଶମୂଳକ ପଦକ୍ଷେପଗୁଡିକ ମୂଳଦୂଆ ପାଲଟିଛି କହିଲେ ନବୀନ । ଅଧିକ ପଢନ୍ତୁ...

ବିଶ୍ବ ମହିଳା ଦିବସରେ ଏପରି କହିଲେ ନବୀନ
ବିଶ୍ବ ମହିଳା ଦିବସରେ ଏପରି କହିଲେ ନବୀନ
author img

By

Published : Mar 8, 2020, 10:48 AM IST

ହାଇଦ୍ରାବାଦ: ବିଶ୍ବ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ବିଟ । ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିକାଶମୂଳକ ପଦକ୍ଷେପଗୁଡିକ ମୂଳଦୂଆ ପାଲଟିଛି । ଏହା ସହ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅଗ୍ରଗତି ପାଇଁ ସୁଯୋଗ ଦେବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ନବୀନ ।

cm tweet
ବିଶ୍ବ ମହିଳା ଦିବସରେ ଏପରି କହିଲେ ନବୀନ
cm tweet
ବିଶ୍ବ ମହିଳା ଦିବସରେ ଏପରି କହିଲେ ନବୀନ

ଏହା ସହ ସେ ସିଏମଓ ଓଡିଶାରେ ମଧ୍ୟ ନବୀନ ଟ୍ବିଟ କରିଛନ୍ତି କହିଛନ୍ତି ଆଜିର ନାରୀ ଦୁର୍ବଳା ନୁହେଁ, ସେ ସବଳା। ‘ମୋ ବସ’ର ଗାଇଡ ଭାବେ ମହିଳା ଗୁରୁତ୍ବ ବୃଦ୍ଧି ହୋଇଛି । ମାମିତା ମହାନ୍ତିଙ୍କ ମଧ୍ୟରେ ଥିବା ଦୃଢ ଆତ୍ମବିଶ୍ଵାସ ତାଙ୍କୁ ଆଜି ସଫଳ କରିଛି। ତାଙ୍କ ପରି ଅସଂଖ୍ୟ ନାରୀମାନଙ୍କ ଶକ୍ତିକୁ ନେଇ #MoBus ଶକ୍ତିଶାଳୀ ହୋଇଛି ବୋଲି କହିଛନ୍ତି ନବୀନ ।

ପ୍ରତିବର୍ଷ ମାର୍ଚ୍ଚ 8 ତାରିଖକୁ ମହିଳାଙ୍କ ପ୍ରତି ସମ୍ମାନ, ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ଉପଲକ୍ଷେ ଏହି ଦିବସ ପାଳନ କରାଯାଉଛି । ଏହା ସହ ମହିଳାଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ବ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.