ETV Bharat / city

ଛତିଶଗଡରେ ଓଡିଆ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା - 2 ଲକ୍ଷ ଟଙ୍କାର ସହାୟତା ଘୋଷଣା

ଛତିଶଗଡ଼ ରାୟପୁରଠାରେ ଶନିବାର ସକାଳେ ହୋଇଥିବା ସଡ଼କ ଦୁର୍ଘଟଣାରେ ମୃତକଙ୍କୁ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପଢ଼ନ୍ତୁ...

CM Naveen pattanaik,  announced exgratia of Rs 2lakh,  Chief minisrer relief fund,  kin of the deceased, chattishgarh accident,  ରାୟପୁର ସଡ଼କ ଦୁର୍ଘଟଣା, ମୃତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ଛତିଶଗଡ଼ ସଡ଼କ ଦୁର୍ଘଟଣା, 2 ଲକ୍ଷ ଟଙ୍କାର ସହାୟତା ଘୋଷଣା , ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
author img

By

Published : Sep 5, 2020, 11:11 AM IST

ଭୁବନେଶ୍ବର: ଛତିଶଗଡ଼ ରାୟପୁରଠାରେ ଶନିବାର ସକାଳେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର 7 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ଓ ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହିତ ସମସ୍ତ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

CM Naveen pattanaik,  announced exgratia of Rs 2lakh,  Chief minisrer relief fund,  kin of the deceased, chattishgarh accident,  ରାୟପୁର ସଡ଼କ ଦୁର୍ଘଟଣା, ମୃତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ଛତିଶଗଡ଼ ସଡ଼କ ଦୁର୍ଘଟଣା, 2 ଲକ୍ଷ ଟଙ୍କାର ସହାୟତା ଘୋଷଣା , ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ କୁହାଯାଇଛି। ଏଥିସହିତ ଛତିଶଗଡ଼ ପୋଲିସ ଡିଜିଙ୍କ ସହିତ ସମନ୍ବୟ ରକ୍ଷା କରିବାକୁ ଓଡି଼ଶା ଡିଜିଙ୍କୁ କୁହାଯାଇଛି। ସୂଚନା ଯୋଗ୍ୟ ଯେ, ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଏକ ବସ ଗୁଜୁରାଟର ସୁରଟ ଅଭିମୁଖେ ଯାତ୍ରା କରୁଥିବା ସମୟରେ ବସଟି ରାୟପୁର ଚେରିଖେଡି ଠାରେ ଅନ୍ୟ ଏକ ବସ ସହ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ 7 ଜଣ ଜୀବନ ହରାଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି । ଏନେଇ ଛତିଶଗଡ ରାୟପୁର ଏସଏସପି ଅଜୟ ଯାଦବ ସୂଚନା ଦେଇଛନ୍ତି ।

ଭୁବେନଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.