ଭୁବନେଶ୍ବର: ସୁବର୍ଣ୍ଣରେଖା ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଏହି ବନ୍ୟା ବନ୍ୟା ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ SRC (Special Relief Commissioner) କ୍ଷମତା ମିଳିଛି । ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର କ୍ଷମତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ଗୋଟିଏ ହେଲିକପ୍ଟର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଏସଆରସି ପ୍ରଦୀପ ଜେନା ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
-
Under orders of @Naveen_Odisha @CMO_Odisha @SRC_Odisha delegates powers of SRC to @DBalasore to manage the emergency situation arising outof the high floods in Subarnarekha. Further HCM @Naveen_Odisha ordered to place one helicopter with @DBalasore for dealing with the emergency
— Pradeep Jena IAS (@PradeepJenaIAS) August 21, 2022 " class="align-text-top noRightClick twitterSection" data="
">Under orders of @Naveen_Odisha @CMO_Odisha @SRC_Odisha delegates powers of SRC to @DBalasore to manage the emergency situation arising outof the high floods in Subarnarekha. Further HCM @Naveen_Odisha ordered to place one helicopter with @DBalasore for dealing with the emergency
— Pradeep Jena IAS (@PradeepJenaIAS) August 21, 2022Under orders of @Naveen_Odisha @CMO_Odisha @SRC_Odisha delegates powers of SRC to @DBalasore to manage the emergency situation arising outof the high floods in Subarnarekha. Further HCM @Naveen_Odisha ordered to place one helicopter with @DBalasore for dealing with the emergency
— Pradeep Jena IAS (@PradeepJenaIAS) August 21, 2022
ଏହାମଧ୍ୟ ପଢନ୍ତୁ:ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା
ଇଟିଭି ଭାରତ, ଭୁବନେଶ୍ବର