ETV Bharat / city

ରାଜ୍ୟରେ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ - plus 2 papers

ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା । ଅଧିକ ପଢନ୍ତୁ...

ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ
ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ
author img

By

Published : Jul 1, 2020, 12:45 PM IST

Updated : Jul 1, 2020, 3:48 PM IST

ଭୁବନେଶ୍ବର: ବାତିଲ ହେଲା ଯୁକ୍ତ 2 ବଳକା ପରୀକ୍ଷା । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁସାରେ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ
ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ

ବାକି ଥିବା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଆଭରେଜ୍ ମାର୍କ ଦିଆଯିବ । CBSE ନିଷ୍ପତ୍ତି ଭଳି ସ୍ଥିତି ସୁଧୁରିଲା ପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅଫ୍ ଲାଇନ୍ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ

ସୂଚନାଥାଉକି, କୋଭିଡ 19 ନିୟମ ଅନୁସାରେ ମାର୍ଚ୍ଚ 21 ପରଠାରୁ ପରୀକ୍ଷା ବନ୍ଦ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ପୁରୀରୁ ଶକ୍ତି ପ୍ରସାଦ ଦାସ, ଇଟିଭି ଭାରତ

Last Updated : Jul 1, 2020, 3:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.