ETV Bharat / city

ଗୃହପାଳିତ ପଶୁଙ୍କ ସହ କ୍ରିସମାସ ପାଳିଲେ ସାନ୍ତା - କ୍ରିସମାସ ପାଳିଲେ ଶାନ୍ତା

ବଡଦିନକୁ ସଭିଁଏ ବେଶ ଆନନ୍ଦ ଉତ୍ସାହରେ ପାଳନ କରୁଥିବାବେଳେ Animal Welfare Trustର କର୍ମକର୍ତ୍ତା ଗୃହପାଳିତ ପଶୁଙ୍କ ସହ ପାଳିଥିଲେ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

christmas
ଗୃହପାଳିତ ଜୀବଙ୍କ ସହ କ୍ରିସମାସ ପାଳିଲେ ଶାନ୍ତା
author img

By

Published : Dec 25, 2019, 10:22 PM IST

Updated : Dec 25, 2019, 11:09 PM IST

ଭୁବନେଶ୍ବର: ଆଜି ପବିତ୍ର ବଡଦିନ। ବଡଦିନ ପାଇଁ ଉତ୍ସବମୁଖର ଗାଁଠୁ ସହର। ଆଜିର ଦିନକୁ କିଏ ନିଜ ପ୍ରିୟଜନ ସହ କାଟିଥିଲେ ତ କିଏ ଚର୍ଚ୍ଚରେ। ଏପଟେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ବରରେ। ଗୃହପାଳିତ ପଶୁଙ୍କ ସହ ନିଜର କ୍ରିସମାସ ପାଳିଥିଲେ Animal Welfare Trustର କର୍ମକର୍ତ୍ତା। ସେମାନେ ଉଦ୍ଧାର ହୋଇଥିବା କୁକୁରଙ୍କୁ ଖାଦ୍ୟ ଦେଇ କ୍ରିସମାସ ପାଳିଥିଲେ।

ଗୃହପାଳିତ ପଶୁଙ୍କ ସହ କ୍ରିସମାସ ପାଳିଲେ ସାନ୍ତା

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଗୃହପାଳିତ ଜୀବ ସହ କ୍ରିସମାସ ପାଳିଲେ ସାନ୍ତା

କ୍ରିସମାସ ପାଇଁ ଗାଁ ରୁ ସହର ଉସବ ମୁଖର ହୋଇ ଥିବା ବେଳେ ଆଜି ରାଜଧାନୀ ବି ବେଶ ଚଳଚଞ୍ଚଳ ହୋଇପଡିଛି। କିଏ ନିଜ ପ୍ରିୟଜନ ସହ ଆଜିର ଦିନ କୁ କାଟୁଛି ତ କିଏ ଚର୍ଜ ରେ ପୂଜା ଅର୍ଚ୍ଚନା କରୁଛନ୍ତି। ଅନ୍ୟ ପଟେ ଶାନ୍ତା ହୋଇ ମୋ ବସ ଚକଲେଟ ବାଣ୍ଟୁଥିବାର ଦୃଶ୍ୟ ବି ଆଜି ସାମ୍ନା କୁ ଆସିଛି। କିନ୍ତୁ ଶାନ୍ତ। ଆଜି କିଛି ଗୃହପାଳିତ ପଶୁ ଙ୍କ ସହ ନିଜର କ୍ରିସମାସ ପାଳନ କରିଛନ୍ତି। animal welfare trust ତରଫ ରୁ ଉଦ୍ଧାର କରାଯାଇଥିବା କୁକୁର ଙ୍କୁ ଖାଦ୍ୟ ନିଜର କ୍ରିସମାସ କୁ ମାନିଛନ୍ତିBody:ଗୃହପାଳିତ ଜୀବ ସହ କ୍ରିସମାସ ପାଳିଲେ ସାନ୍ତା

କ୍ରିସମାସ ପାଇଁ ଗାଁ ରୁ ସହର ଉସବ ମୁଖର ହୋଇ ଥିବା ବେଳେ ଆଜି ରାଜଧାନୀ ବି ବେଶ ଚଳଚଞ୍ଚଳ ହୋଇପଡିଛି। କିଏ ନିଜ ପ୍ରିୟଜନ ସହ ଆଜିର ଦିନ କୁ କାଟୁଛି ତ କିଏ ଚର୍ଜ ରେ ପୂଜା ଅର୍ଚ୍ଚନା କରୁଛନ୍ତି। ଅନ୍ୟ ପଟେ ଶାନ୍ତା ହୋଇ ମୋ ବସ ଚକଲେଟ ବାଣ୍ଟୁଥିବାର ଦୃଶ୍ୟ ବି ଆଜି ସାମ୍ନା କୁ ଆସିଛି। କିନ୍ତୁ ଶାନ୍ତ। ଆଜି କିଛି ଗୃହପାଳିତ ପଶୁ ଙ୍କ ସହ ନିଜର କ୍ରିସମାସ ପାଳନ କରିଛନ୍ତି। animal welfare trust ତରଫ ରୁ ଉଦ୍ଧାର କରାଯାଇଥିବା କୁକୁର ଙ୍କୁ ଖାଦ୍ୟ ନିଜର କ୍ରିସମାସ କୁ ମାନିଛନ୍ତିConclusion:
Last Updated : Dec 25, 2019, 11:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.