ETV Bharat / city

Chittaranjan Palai Murder Case: ଚାପ ମୁକ୍ତ ତଦନ୍ତ ହେବା ଉଚିତ କହିଲା କଂଗ୍ରେସ - ଚିତ୍ତ ରଞ୍ଜନ ପଲାଇ ହତ୍ୟାକାଣ୍ଡ ଘଟଣା

ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର। ଅଧିକ ପଢନ୍ତୁ

Chittaranjan Palai Murder Case
Chittaranjan Palai Murder Case
author img

By

Published : Dec 15, 2021, 8:50 PM IST

ଭୁବନେଶ୍ବର: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା (Deputy chairman of State Planning Board) ଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର।

Chittaranjan Palai Murder Case: ଚାପ ମୁକ୍ତ ତଦନ୍ତ ହେବା ଉଚିତ କହିଲା କଂଗ୍ରେସ

ଏହି ରହସ୍ୟ ଜନକ ହତ୍ୟାକାଣ୍ଡକୁ ନେଇ ମୁଁହ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି ସରକାର ବିଭିନ୍ନ ସମୟରେ ବିଭିନ୍ନ ଘଟଣାକୁ ନେଇ ଯେଉଁ ତଦନ୍ତ କରୁଛନ୍ତି କୌଣସି ଗୋଟିଏ ବି ତଦନ୍ତ ଭରଷା ଯୋଗ୍ୟ ହୋଇପାରୁ ନାହିଁ। ସରକାରଙ୍କ ଉପରେ ଭରଷା ନାହିଁ। ଯେମିତି ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରୁଛୁ ସେମିତି ଏ ଘଟଣାରେ କଂଗ୍ରେସ ଆନ୍ଦୋଳନ କରିବ । କିନ୍ତୁ ସରକାର କଣ ପଦକ୍ଷେପ ନେଉଛନ୍ତି । ଘଟଣାକୁ ନେଇ ଅନେକ କଥା ଆସୁଛି ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.