ETV Bharat / city

ନିୟତିର ନିଆରା ଖେଳ, ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମଦେଲେ ଗଣେଶ - ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି

ନିୟତିର ନିଆରା ଖେଳ । ବିନା ଛାତରେ ବିନା ଚିକିତ୍ସାଳୟରେ ରାସ୍ତା କଡରେ ଜନ୍ମ ନେଇଛି ଶିଶୁପୁତ୍ର। ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମ ଦେଇଥିବାବେଳେ ଅଚେତ ଅବସ୍ଥାରେ ପଡିଥିବା ଶିଶୁପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଆଶା କର୍ମୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 2, 2019, 8:39 PM IST

ଭୁବନେଶ୍ବର: ନିୟତିର ନିଆରା ଖେଳ। ବିନା ଛାତରେ ବିନା ଚିକିତ୍ସାଳୟରେ ରାସ୍ତା କଡରେ ଜନ୍ମ ନେଇଛି ଶିଶୁପୁତ୍ର। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମ ଦେଇଛନ୍ତି ଏହି ଶିଶୁପୁତ୍ରକୁ। ଜନ୍ମ ପରେ ଅଚେତ ଅବସ୍ଥାରେ ପଡିଥିବା ଶିଶୁପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଆଶା କର୍ମୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଜଣାପଡିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁପୁତ୍ର ଓ ମା’ର ଦାୟିତ୍ବ ନିଆଯାଇଛି । ଶିଶୁପୁତ୍ରଟି କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବାବେଳେ ମା’ର ମଧ୍ୟ ଚିକିତ୍ସା ଜାରି ରହିଛି।

ଏନେଇ ଖୋର୍ଦ୍ଧା ଡିସିପିଓଙ୍କୁ ଜଣାଇ ଦିଆଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଚାଇଲ୍ଡ ଲାଇନ ସଦସ୍ୟ ବେଣୁଧର ସେନାପତି । ତେବେ ଶିଶୁପୁତ୍ରଟି ଗଣେଶ ଚତୁର୍ଥୀରେ ଜନ୍ମ ନେଇଥିବାରୁ ଚାଇଲ୍ଡ ଲାଇନ ପକ୍ଷରୁ ତା ନାଁ ଗଣେଶ ଦେବା ନେଇ ଚର୍ଚ୍ଚା ଚାଲିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିୟତିର ନିଆରା ଖେଳ,ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମଦେଲେ ଗଣେଷBody:

ନିୟତିର ନିଆରା ଖେଳ।ବିନା ଛାତରେ ବିନା ଚିକିତ୍ସାଳୟରେ ରାସ୍ତା କଡରେ ଜନ୍ମ ନେଇଛି ଶିଶୁପୁତ୍ର।ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଜନ୍ମଦେଇଛନ୍ତି ଏହି ଶିଶୁପୁତ୍ରକୁ।ଅଚେତ ଅବସ୍ଥାରେ ପଡିଥିବା ବେଳେ ଶିଶୁପୁତ୍ରକୁ ସ୍ଥାନିୟ ଲୋକେ ଉଦ୍ଧାର କରି ସ୍ଥାନିୟ ଆଶା କର୍ମଚାରିଙ୍କ ସହାୟତରେ ହସପିଟାଲରେ ଭର୍ତି କରିଥିଲେ। ତେବେ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଜଣାପଡିବା ପରେ ଖବରପାଇ ଚାଇଲଡଲାଇନ ସହାୟତାରେ ଶିଶୁପୁତ୍ର ଓ ମା ର ରକ୍ଷଣାବେଖଣ କରିଛନ୍ତି ଚାଇଲଡଲାଇନ ଅଧିକାରି। ଶିଶୁପୁତ୍ରଟି କ୍ଯାପିଟାଲ ହସପିଟାଲର ଏସଏମସି ରେ ଚିକିତ୍ସିତ ହେଉଥିବା ବେଳେ ମାର ମଧ୍ଯ ଚିକିତ୍ସା ଜାରି ରହିଛି। ଏନେଇ ଖୋର୍ଧା ଡିସିପିଓଙ୍କୁ ଜଣାଇଦିଆଯାଇଛି। ତେବେ ଚିକ୍ତ୍ସାଳୟରୁ ରିଲିଜ ହେବା ପରେ ପରବର୍ତି କାର୍ଯାନୁଷ୍ଠାନ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଚାଇଲଡ ଲାଇନ ସଦସ୍ଯ ବେଣୁଧର ସେନାପତିConclusion:ବେଣୁଧର ସେନାପତି,ଚାଇଲଡଲାଇନ ସଦସ୍ଯ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.