ETV Bharat / city

୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ - ରାଜ୍ୟ ଶିଶୁ ମାତୃ ମୃତ୍ୟୁ ହାର ହ୍ରାସ ଖବର

୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ । ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି । ଅଧିକ ପଢନ୍ତୁ

୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ

author img

By

Published : Jun 27, 2022, 6:39 PM IST

ଭୁବନେଶ୍ବର: ୧୫ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପ୍ରତିଶତ ହ୍ରାସ । ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୦୫ ଠାରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁହାର (IMR) ୩୯ ପଏଣ୍ଟ ହ୍ରାସ ପାଇଛି, ଯାହାକି ସମଗ୍ର ଦେଶରେ ପ୍ରଥମ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବର୍ଷରୁ କମ ଶିଶୁଙ୍କର ପୂର୍ଣ୍ଣ ଟୀକାକରଣ ହାର ଶତକଡା ୯୦.୫ ହୋଇପାରିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ନାଗରିକଙ୍କର କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ସଫଳ ଭାବେ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ଶତକଡା ୯୬ ଭାଗ ପ୍ରଥମ ଡୋଜ ଏବଂ ଶତକଡା ୮୭ ଭାଗ ଉଭୟ ଡୋଜ ନେଇସାରିଛନ୍ତି ।

ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୦୫ ଠାରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁହାର (IMR) 39 ପଏଣ୍ଟ ହ୍ରାସ ପାଇଛି, ଯାହାକି ସମଗ୍ର ଦେଶରେ ସର୍ବାଧିକ । ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ଆଗାମୀ ଦିନରେ ଆନୁଷ୍ଠାନିକ ପ୍ରସବ ଶତପ୍ରତିଶତ କରିବା ସହିତ ମାତୃ ଓ ଶିଶୁ ମୃତ୍ୟୁ ହାର ଶୂନ୍ୟ କରିବା ଲକ୍ଷ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୁରକ୍ଷିତ ମାତୃତ୍ବ ଆଶ୍ବାସନା ‘ସୁମନ’ ଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.