ETV Bharat / city

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ, ଘୋଷଣା ହେବ ସହାୟତା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାତ୍ୟା ୟସର ତାଣ୍ଡବ ପରେ ଆଜି ଆକାଶ ମାର୍ଗରୁ ବାତ୍ୟା ପରର ଦୃଶ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : May 27, 2021, 9:28 AM IST

Updated : May 27, 2021, 10:24 AM IST

ଭୁବନେଶ୍ବର: ବାତ୍ୟା ୟସର ତାଣ୍ଡବ ପରେ ଆଜି ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟସ ପ୍ରଭାବରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହି ଜିଲ୍ଲା ଗୁଡିକୁ ଅକାଶମାର୍ଗରୁ ପରିଦର୍ଶନ କରିବେ ନବୀନ । ମଧ୍ୟାହ୍ନ 12.30 ରେ ମୁଖ୍ୟମନ୍ତ୍ରୀ ଏହି କ୍ଷତିଗ୍ରସ୍ତ ଅଞ୍ଚଳକୁ ପରିଦର୍ଶନ କରିବା ପାଇଁ ବାହାରିବେ ।

ଅକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ; ଘୋଷଣା ହେବ ସହାୟତା

ବାଲେଶ୍ବରରେ ୟସ ସ୍ଥଳଭାଗ ଛୁଇଁବା ପରେ ପବନ ଏବଂ ଲଗାଣ ବର୍ଷା ଯୋଗୁଁ ଅନେକ ଘର ଏବଂ ଗଛ ଭାଙ୍ଗିଛି । ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି । ତେଣୁ କ୍ଷତିଗ୍ରସ୍ତଙ୍କ ଲାଗି ଆର୍ଥିକ ପ୍ୟାକେଜର ଆବଶ୍ୟକତା ରହିଛି । ତେଣୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।ଫେରିବା ପରେ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 27, 2021, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.