ETV Bharat / city

4ଟାରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

author img

By

Published : Oct 20, 2020, 2:16 PM IST

Updated : Oct 20, 2020, 2:56 PM IST

14:09 October 20

4ଟାରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଅପରାହ୍ନ 4ଟାରେ ମୁଖ୍ୟମନ୍ତ୍ରୀ ଦେବେ ବାର୍ତ୍ତା । 

ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କଣ କହିବେ, ତାହା ଏଯାଏଁ ଜଣାପଡିନଥିବା ବେଳେ କୋଭିଡ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ଦେଇପରନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ସେପଟେ, ସନ୍ଧ୍ୟା 6ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 20, 2020, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.