ETV Bharat / city

ଶେଷ ହେଲା କ୍ୟାବିନେଟ ବୈଠକ, 11ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Jun 9, 2021, 7:25 PM IST

Updated : Jun 9, 2021, 8:24 PM IST

Chief Minister Naveen pattnaik approved 11 proposals in  cabinet meeting
ଶେଷ ହେଲା କ୍ୟାବିନେଟ ବୈଠକ,11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

19:23 June 09

ଶେଷ ହେଲା କ୍ୟାବିନେଟ ବୈଠକ,11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଶେଷ ହେଲା କ୍ୟାବିନେଟ ବୈଠକ, 11ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶେଷ ହେଲା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ମୋଟ 11 ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି (ବୁଧବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଭର୍ଚ୍ଚୁଆଲରେ ଯୋଗ ଦେଇ ବହୁ ଗରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅର୍ଥ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ, ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ, ଏବଂ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସମ୍ବନ୍ଧୀୟ 11 ଟି ପ୍ରମୁଖ ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ ।

ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପଶ୍ଚିମ ଓଡ଼ିଶାର 4ଟି ଉନ୍ନତ ସଂଯୋଗ ପାଇଁ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଏବଂ ସମ୍ପ୍ରସାରଣ ନିଷ୍ପତ୍ତି ନିଆଯାଇଛି । ନୂଆପଡା କଳାହାଣ୍ଡି ବିଜୁ ଏକ୍ସପ୍ରେସ ୱେ ହେବ 4 ଲେନ । ଏହି ରାସ୍ତା ସମଗ୍ର ଅଞ୍ଚଳରେ ଅର୍ଥନୈତିକ ଏବଂ ଶିଳ୍ପ ବିକାଶକୁ ବୃଦ୍ଧି କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2021, 8:24 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.