ETV Bharat / city

‘ସୁଜଳ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ 15 ଲକ୍ଷ ଲୋକ - Chief Minister inaugurated Sujala Yojana

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଘରେ ମିଳିବ ଟ୍ୟାପ ପାଣି

author img

By

Published : Oct 13, 2020, 2:08 PM IST

Updated : Oct 13, 2020, 3:18 PM IST

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍ ମିଶନ ଅନୁଯାୟୀ ‘ସୁଜଳ’ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡିଓ କନ୍‌ଫରେନ୍ସିଂରେ ଏହି ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।

ସୁଜଳ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଘରେ ମିଳିବ ଟ୍ୟାପ ପାଣି

ଭୁବନେଶ୍ବର ଓ ପୁରୀର 12ଟି ସ୍ଥାନରେ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନା ଲୋକାର୍ପିତ ହୋଇଥିବାବେଳେ ଏଥିରେ 1 ଲକ୍ଷ 80 ହଜାର ଲୋକ ଉପକୃତ ହେବେ ।

ସେହିପରି ରାଜ୍ୟର 4ଟି ସହର ଭୁବନେଶ୍ବର, ପୁରୀ, ରାଉରକେଲା ଓ ବ୍ରହ୍ମପୁରରେ 3 ଲକ୍ଷ ଗୃହକୁ ପାନୀୟ ଜଳ ଯୋଗାଣ ପାଇଁ ମିଟର ସଂଯୋଗ ହୋଇଛି । ଯେଉଁଥିରେ 15 ଲକ୍ଷ ଲୋକ ଉପକୃତ ହେବେ ।

ଓମବାଡସି ଓ ରାଜ୍ୟପାଣ୍ଠିରୁ 13ଶହ କୋଟି ଟଙ୍କା ବିନିଯୋଗରେ ରାଜ୍ୟର 15ଟି ସହରରେ ଟ୍ୟାପ୍ ସଂଯୋଗ, ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ। ଉତ୍ତମ ଲୋକସମ୍ପର୍କ ଓ ପାନୀୟ ଜଳ ଯୋଗାଣ ପରିଚାଳନା ପାଇଁ 218 ଜନସାଥୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଲୋକଙ୍କ ଅଭିଯୋଗର ସମାଧାନ ପାଇଁ 24ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲା ଯାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 13, 2020, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.