ETV Bharat / city

Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

author img

By

Published : Aug 29, 2022, 7:39 AM IST

Updated : Aug 29, 2022, 7:46 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

Vegetable Price
Vegetable Price

ଭୁବନେଶ୍ବର: ଆକାଶଛୁଆଁ ହୋଇଛି ପରିବା ଦର । ବନ୍ୟା ସ୍ଥିତି ପାଇଁ ପରିବା ଦର ଉଚ୍ଚା ହୋଇଛି । ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର। ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି। ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

କଟକରେ ଆଜିର ପରିବା ଦର
କଟକରେ ଆଜିର ପରିବା ଦର
ସମ୍ବଲପୁରରେ ପରିବା ଦର

Last Updated : Aug 29, 2022, 7:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.