ETV Bharat / city

ସାର୍ଟିଫିକେଟ ଭେରିଫିକେସନ ନାଁରେ ଠକେଇ, ଏଟିଏମପିନ ଜରିଆରେ ଟଙ୍କା ନେଇ ଗିରଫ - ସାଇବର ଠକ

ସାଇବର ଠକଠୁ ବଳିଗଲା ଠକ।ସାର୍ଟିଫିକେଟ ଭରିଫିକେସନ ନାରେ ବିଛାଇଥିଲା ଠକାମିର ଜାଲ।୯ତାଲାକୁ ଆସୁଥିବା ଯୁବପିଢିଙ୍କୁ ସାର୍ଟିଫିକେଟ ଭେରିଫିକେସନ ନାରେ ଠକୁଥିଲା ଲକ୍ଷଲକ୍ଷ ଟଙ୍କା ।

ସାର୍ଟିଫିକେଟ ଭେରିଫିକେସନ ନାରେ ଠକେଇ, ଏଟିଏମପିନ ଜରିଆରେ ଟଙ୍କା ନେଇ ଗିରଫ

author img

By

Published : Jan 12, 2021, 10:22 AM IST

ଭୁବନେଶ୍ବର: ସାଇବର ଠକ ଠୁ ବଳିଗଲା ସାର୍ଟିଫିକେଟ ଭେରିଫିକେସନ ନାଁରେ ଠକେଇ ର ଜାଲ ବିଛାଇ ଠକେଇ କରୁଥିଲା ଠକ । ଏଟିଏମ ପିନ ସହ ପିନ ନମ୍ବର ନେଇ ୫୯ ହଜାର୩୮୦ ଟଙ୍କା ଠକିନେଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ। ଅନେକଙ୍କ ଠୁ ମଧ୍ୟ ଏପରି ଠକି ଥିବା ସୂଚନା ରହିଛି।

ସାର୍ଟିଫିକେଟ ଭେରିଫିକେସନ ନାରେ ଠକେଇ, ଏଟିଏମପିନ ଜରିଆରେ ଟଙ୍କା ନେଇ ଗିରଫ
ସାର୍ଟିଫିକେଟ ଭେରିଫିକେସନ ନାରେ ଠକେଇ, ଏଟିଏମପିନ ଜରିଆରେ ଟଙ୍କା ନେଇ ଗିରଫ

୯ ତାଲାକୁ ଆସୁଥିବା ଯୁବପିଢିଙ୍କୁ ସାର୍ଟିଫିକେଟ ଭେରିଫିକେସନ ନାଁରେ ଠକୁଥିଲା ଲକ୍ଷ ଲକ୍ଷ ଟଙ୍କା । ଏମିତି ଢଙ୍ଗରେ ଠକେଇ କରି ଚୁନା ଲଗାଇଥିବା ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ନାଁ ତା'ର ଚୌଧୁରି ଚରଣ ସାହୁ । ଘର ତା'ର ସୁନ୍ଦରଗଡର ବଣାଇ । ସେ ସିଡିଏ ୧୦୭ କଟକରେ ରହୁଛି। ତେବେ କ୍ୟାପିଟାଲ ଥାନାରେ ଜଣେ ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅର ସାର୍ଟିଫିକେଟ ଭେରିଫିକେସନ କରିଦେବ କହି ୯ ତାଲା ନିକଟରେ ଥିବା ଏହି ଠକଜଣଙ୍କ ତାଙ୍କ ସହ ଡିଲ କରିଥିଲା। ଏବାବଦରେ ତାଙ୍କଠୁ ତାଙ୍କ ଏଟିଏମ ସହ ପିନ ନମ୍ବର ନେଇ ୫୯ହଜାର ୩୮୦ ଟଙ୍କା ନେଇଯାଇଥିଲା । ହେଲେ ପରେ ଧରାଛୁଆ ଦେଇନଥିଲା। ସେହିପରି କେବଳ ତାଙ୍କଠୁ ନୁହେଁ ଏହିପରି ଆଉ କିଛି ଯୁବପିଢିଙ୍କଠୁ ମଧ୍ୟ ୨୫ ହଜାର ନେଇଯାଇ ଚମ୍ପଟ ହୋଇଯାଇଥିଲା ।

ତେବେ ତାକୁ ଥାନା କ୍ୟାପିଟାଲ ପୋଲିସ ଆପିସିର ଧାରା ୪୧୯/୪୨୦ରେ ଗିରଫ କରି କୋର୍ଟ ଚାଲାଣ କରିଛି। ତା'ଠୁ ଠକେଇ ଟଙ୍କା ମଧ୍ୟ ଜବତ କରିଛି ପୋଲିସ ଓ ଉକ୍ତ ଲୋକମାନଙ୍କୁ ଟଙ୍କାକୁ ଫରାଇଛନ୍ତି ତଦନ୍ତକାରୀ ଅଧିକାରୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.