ETV Bharat / city

ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଜାଣନ୍ତୁ

ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ । ମେ ୧୯ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ମେ ୩୧ ତାରିଖରେ ହେବ । ଅଧିକ ପଢ଼ନ୍ତୁ

ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଜାଣନ୍ତୁ
ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଜାଣନ୍ତୁ
author img

By

Published : Apr 11, 2022, 9:28 PM IST

ଭୁବନେଶ୍ବର: ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ । ଉଭୟ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ଗଣିତ ବିଷୟରେ ପରୀକ୍ଷା ଦେବେ । ସକାଳ ୯ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ମେ ୧୯ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷା ମେ ୩୧ ତାରିଖରେ ହେବ ।

ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଜାଣନ୍ତୁ
ଯୁକ୍ତଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ, ଜାଣନ୍ତୁ

ହୋମ୍‌ ସାଇନ୍ସ ପରୀକ୍ଷା ମେ ୧୯ ତାରିଖ ବଦଳରେ ମେ ୩୧ ତାରିଖରେ ହେବ । ଭୋକେଶନାଲ ବାୟୋଲୋଜି ପରୀକ୍ଷା ମେ ୧୯ ବଦଳରେ ମେ ୩୧ ତାରିଖରେ ହେବ ପରୀକ୍ଷା । ଏନେଇ CHSE ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଛି । ଅପ୍ରେଲ ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.