ETV Bharat / city

ସେସୁ ଗ୍ରାହକଙ୍କ ପାଇଁ ଖୁସି ଖବର,ଏଣିକି ଆପରେ ହେବ ବିଲ ପୈଠ - ପେମେଣ୍ଟ ଆପ ‘ସେସୁ କନେକ୍ଟ’

ଏଣିକି ବିଦ୍ୟୁତ ବିଲ୍‌ ପଇଠ ପାଇଁ ଯିବାକୁ ପଡିବନି ସେସୁ କାର୍ଯ୍ୟାଳୟ । ଏଥିପାଇଁ ଆରମ୍ଭ ହୋଇଛି ଡିଜିଟାଲ ଅଫିସିଆଲ ପେମେଣ୍ଟ ଆପ ‘ସେସୁ କନେକ୍ଟ’ ।

Cesu launch official payment app
ସେସୁ ଗ୍ରାହକଙ୍କ ପାଇଁ ଖୁସି ଖବର,ଏଣିକି ଆପରେ ହେବ ବିଲ ପଇଠ
author img

By

Published : May 1, 2020, 6:03 PM IST

Updated : May 1, 2020, 6:16 PM IST

ଭୁବନେଶ୍ବର: ଏଣିକି ବିଦ୍ୟୁତ ବିଲ୍‌ ପଇଠ ପାଇଁ ଯିବାକୁ ପଡିବନି ସେସୁ କାର୍ଯ୍ୟାଳୟ । ଏଥିପାଇଁ ଆରମ୍ଭ ହୋଇଛି ଡିଜିଟାଲ ଅଫିସିଆଲ ପେମେଣ୍ଟ ଆପ ‘ସେସୁ କନେକ୍ଟ’ । ଯାହା ଜରିଆରେ ପେମେଣ୍ଟ କରିପାରିବେ ବିଦ୍ୟୁତ ବିଲ ।

ସେସୁ ଗ୍ରାହକଙ୍କ ପାଇଁ ଖୁସି ଖବର,ଏଣିକି ଆପରେ ହେବ ବିଲ ପଇଠ

ଏହି ଆପ୍‌କୁ ଶୁଭାରମ୍ଭ କରିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଭିଡିଓ କନଫେରନସ ଜରିଆରେ ଏହି ଆପର ଶୁଭାରମ୍ଭ ହୋଇଛି । ଲକଡାଉନ ସମୟରେ ଗ୍ରାହକ ଘରୁ ବାହାରିପାରୁନଥିବାବେଳେ ଏଭଳି ଆପ ଜରିଆରେ ପେମେଣ୍ଟ କରିପାରିବେ ଗ୍ରାହକ ।

ଏଥିସହ ଅଭିଯୋଗ ଓ ଅନେକ ଡାଟା ଯେପରିକି ବିଲ ସମ୍ପର୍କରେ ସୂଚନା ଜାଣିହେବ । ସୂଚନାଥାଉକି, ମାସକୁ 260 କୋଟି ଟଙ୍କାର ବିଲ ମାସକୁ ଆଦାୟ କରାଯାଏ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 1, 2020, 6:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.