ETV Bharat / city

ଖୋର୍ଦ୍ଧା ଟାଉନ ବାଇପାସ୍‌ ରୋଡ ପ୍ରକଳ୍ପ ପାଇଁ କେନ୍ଦ୍ର ଦେଲା 157.49 କୋଟି ଅନୁଦାନ - ଅପରାଜିତା ଷଡ଼ଙ୍ଗୀଙ୍କ ଟ୍ବିଟ୍‌

ଖୋର୍ଦ୍ଧା ଟାଉନ ବାଇପାସ୍‌ ରୋଡ ପ୍ରକଳ୍ପ ପାଇଁ 157.49 କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ଟାଉନ ବାଇପାସ୍‌ ରୋଡ ପ୍ରକଳ୍ପ ପାଇଁ କେନ୍ଦ୍ର ଦେଲା 157.49 କୋଟି ଅନୁଦାନ

author img

By

Published : Apr 11, 2022, 6:47 PM IST

Updated : Apr 11, 2022, 10:54 PM IST

ଭୁବନେଶ୍ବର: ଖୋର୍ଦ୍ଧା ଟାଉନ ବାଇପାସ୍‌ ରୋଡ ପ୍ରକଳ୍ପ ପାଇଁ 157.49 କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହାଦ୍ବାରା ଖୋର୍ଦ୍ଧାବାସୀ ଲାଭବାନ ହେବେ ।

ଖୋର୍ଦ୍ଧା ଟାଉନ ର ଟ୍ରାଫିକ କମାଇବାକୁ ଏ ବାଇପାସ କରାଯିବ। ଶତ ପ୍ରତିଶତ ଆର୍ଥିକ ସହଯୋଗ କେନ୍ଦ୍ର ସରକାର ଯୋଗାଇଦେବେ। ଶରଧାପୁର ଠାରୁ ଟାଟା ମୋଟର୍ସ ପର୍ଯ୍ୟନ୍ତ 6 କିଲୋମିଟର ର ଏହି ବାଇପାସ ରହିବ।

ଟ୍ବିଟ୍‌ କରି ଅପରାଜିତ କହିଛନ୍ତି ଯେ, "ଖୋର୍ଦ୍ଧା ବାଇପାସ୍‌ ରୋଡ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାଦ୍ବାରା ଖୋର୍ଦ୍ଧାବାସୀଙ୍କୁ ବିଶେଷ ଲାଭ ମିଳିବ । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 157.49 କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।"

  • Had been pursuing the construction of Khurda Town Bypass Road .This would bring relief to the residents of Khurda.Glad to inform that Rs 157.49 cr worth project is approved by GoI.Went to see the preparatory work today & talked to officials & local residents.Will get this done. pic.twitter.com/TYjVb3uI0N

    — Aparajita Sarangi, Member of Parliament (@AprajitaSarangi) April 11, 2022 " class="align-text-top noRightClick twitterSection" data=" ">

ସୋମବାର ଖୋର୍ଦ୍ଧାରେ ପହଞ୍ଚି ଏହି ବାଇପାସ ରୋଡ୍‌ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ବାର୍ତ୍ତା ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ଖୁବଶୀଘ୍ର ଏହି ରାସ୍ତାକାମ ଶେଷ ହେବ ବୋଲି ସେ ଭରସା ରଖିଛନ୍ତି । ଖୋର୍ଦ୍ଧା ଟାଉନର ଟ୍ରାଫିକ କମାଇବାକୁ ଏ ବାଇପାସ କରାଯିବ। ଶତ ପ୍ରତିଶତ ଆର୍ଥିକ ସହଯୋଗ କେନ୍ଦ୍ର ସରକାର ଯୋଗାଇଦେବେ । ଶରଧାପୁର ଠାରୁ ଟାଟା ମୋଟର୍ସ ପର୍ଯ୍ୟନ୍ତ 6 କିଲୋମିଟରର ଏହି ବାଇପାସ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2022, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.