ETV Bharat / city

ଗୁରୁବାର ଆସୁଛନ୍ତି କେନ୍ଦ୍ରୀୟ ଟିମ: ବୁଲି ଦେଖିବେ ବୁଲବୁଲ ପ୍ରଭାବିତ ଅଞ୍ଚଳ - ଏକ୍ସପେଣ୍ଡିଚାର ବିଭାଗ କଂସଲଟାଣ୍ଟ ଦୀନା ନାଥ,

ଗୁରୁବାର ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଅଧିକ ପଢନ୍ତୁ...

ଗୁରୁବାର ଆସୁଛନ୍ତି କେନ୍ଦ୍ରୀୟ ଟିମ: ବୁଲି ଦେଖିବେ ବୁଲବୁଲ ପ୍ରଭାବିତ ଅଞ୍ଚଳ
author img

By

Published : Nov 13, 2019, 8:44 PM IST

Updated : Nov 13, 2019, 9:24 PM IST

ଭୁବନେଶ୍ବର: ବାତ୍ୟା ବୁଲବୁଲ ନେଇ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରାୟଙ୍କ ନେତୃତ୍ବରେ ଏକ ଆନ୍ତଃମନ୍ତ୍ରଣାଳୟ କମିଟି ଗୁରୁବାର ପ୍ରଭାବିତ ଜିଲ୍ଲା ବୁଲି ଦେଖିବେ ।

Central team to visit cyclone Bulbul-hit areas
ଗୁରୁବାର ଆସୁଛନ୍ତି କେନ୍ଦ୍ରୀୟ ଟିମ: ବୁଲି ଦେଖିବେ ବୁଲବୁଲ ପ୍ରଭାବିତ ଅଞ୍ଚଳ

ଟିମରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟଯନ୍ତ୍ରୀ ବନ୍ଦନା ସିଂହଲ, ଏକ୍ସପେଣ୍ଡିଚର ବିଭାଗ କଂସଲଟାଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉପସଚିବ ଏସଏସ ମୋଦି, ସିଡବ୍ଲୁ ସି ଅଧିକ୍ଷକ ଯନ୍ତ୍ରୀ ଅମରିଷ ପାଳ ସିଂ, ପାଟନା କୃଷି ବିଭାଗ ଡିଆରଡି ନିର୍ଦ୍ଦେଶକ ବିରେନ୍ଦ୍ର ସିଂ ଓବଂ ସଡକ ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଟିମର ସଦସ୍ୟ ରହିଛନ୍ତି ।

ତେବେ ଗୁରୁବାର କେନ୍ଦ୍ରୀୟ ଟିମ୍‌ ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ନ 1ଟାରେ ପହଁଞ୍ଚିବେ। ପରେ ଏହି ଟିମ୍‌ ଭଦ୍ରକ ଜିଲ୍ଲା ଗସ୍ତ କରି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। 15ରେ ଏହି ଟିମ୍ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ଗସ୍ତ କରି ଭୁବନେଶ୍ୱର ଫେରିବ। ଏହାପରେ ମୁଖ୍ୟ ଶାସନ ସଚିବ ସମେତ ଅନ୍ୟ ଅଧିକାରଙ୍କୁ ଭେଟି ଆଲୋଚନା କରି 15ରେ ଦିଲ୍ଲୀ ଫେରିଯିବେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାତ୍ୟା ବୁଲବୁଲ ନେଇ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ଟିମ।ଗୃହ ମନ୍ତ୍ରଣାଳୟ ର ଯୁଗ୍ମ ସଚିବ ସାହେଲି ଘୋଷ ରାୟ ଙ୍କ ନେତୃତ୍ବରେ ଏକ ଆନ୍ତଃ ମନ୍ତ୍ରଣାଳୟ କମିଟି ପ୍ରଭାବିତ ଜିଲ୍ଲା ବୁଲି ଦେଖିବେ। ଟିମ ରେ ଶକ୍ତି ମନ୍ତ୍ରଣାଳୟ ର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଂହଲ, ଏକ୍ସପେଣ୍ଡିଚାର ବିଭାଗ କଂସଲଟଣ୍ଟ ଦୀନା ନାଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ର ଉପ ସଚିବ ଏସ ଏସ ମୋଦି, ସିଡବ୍ଲୁ ସି ଅଧିକ୍ଷକ ଯନ୍ତ୍ରୀ ଅମରିଷ ପାଳ ସିଂ, ପାଟନା କୃଷି ବିଭାଗ ଡିଆରଡି ନିର୍ଦ୍ଦେଶକ ବିରେନ୍ଦ୍ର ସିଂ, ସଡକ ପରିବହନ ମନ୍ତ୍ରଣାଳୟ ର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର ଟିମର ସଦସ୍ୟ ରହିଛନ୍ତି।

Body:କConclusion:
Last Updated : Nov 13, 2019, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.