ETV Bharat / city

କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା - କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

କୋରୋନା ଭାଇରସ ଓ ବାର୍ଡ ଫ୍ଲୁକୁ ନେଇ 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରିଛନ୍ତି ।

central team in capital hospital for supervising corona and bird flu
କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା
author img

By

Published : Jan 31, 2020, 2:54 PM IST

ଭୁବନେଶ୍ବର:ବିଶ୍ବବ୍ୟାପୀ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ତେବେ ଏନେଇ 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି କରୋନା ଓ ବାର୍ଡଫ୍ଲୁ ୱାର୍ଡର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

10 ଦିନିଆ ଗସ୍ତରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲରେ କୋରୋନା ଓ ବାର୍ଡ ଫ୍ଲୁ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ଦୁଇ ଜଣଙ୍କ ଠାରେ କୋରୋନା ଭାଇରସ ରହିଥିବା ସନ୍ଦେହ କରାଯାଉଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚୀନରୁ ଆସିଥିବା ବେଳେ ଅନ୍ୟ ଜଣେ ଅଷ୍ଟ୍ରେଲିଆରୁ ଆସିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଭାଇରସର ଉପସ୍ଥିତି ସଂପର୍କରେ କୌଣସି ସୂଚନା ମିଳିନାହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କରୋନା ଓ ବାର୍ଡ ଫ୍ଲୁ ନେଇ କତ୍ତୃପକ୍ଷଙ୍କ ସହ ଆଲୋଚନା।

ବିଶ୍ୱବ୍ୟାପି କରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜାଧନୀରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ତେବେ ଏନେଇ 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ କରୋନା ଓ ବାର୍ଡ ଫ୍ଲୁ ୱାର୍ଡ ବୁଲିବା ସହ ସ୍ଥିତି ପରଖି କତ୍ତୃପକ୍ଷ ଙ୍କ ସହ କରିଛନ୍ତି ଆଲୋଚନା।

Body:
ବିଶ୍ଵବ୍ୟାପୀ କରୋନା ଓ ରାଜାଧନୀରେ ବାର୍ଡ ଫ୍ଲୁ ଆତଙ୍କ କୁ ନେଇ 10 ଦିନିଆ ଗସ୍ତରେ ରହିଛନ୍ତି କେନ୍ଦ୍ରୀୟ ଟିମ। କରୋନା ଓ ବାର୍ଡ ଫ୍ଲୁ କୁ ନେଇ କ୍ୟାପିଟାଲ ହସ୍ପିଟାଲ ର ପରିଦର୍ଶନ କରିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଯେଉଁ ଭଳି ଭାବରେ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷପ ଗ୍ରହଣ କରାଯାଇଛି ତାହାକୁ ପ୍ରସଂଶା କରିଛନ୍ତି କେନ୍ଦ୍ରୀୟ ଟିମ।

କରୋନା ଭାଇରସ କୁ ନେଇ ରାଜ୍ୟରେ ଦୁଇ ଜଣଙ୍କୁ ସନ୍ଦେହରେ ଚିହ୍ନଟ କରାଯାଇଥିବା ବେଳେ ଜଣେ ଚାଇନା ରୁ ଆସିଥିବା ବେଳେ ଅନ୍ୟଜଣେ ଅଷ୍ଟ୍ରେଲିଆ ରୁ ଆସିଛନ୍ତି। ବର୍ତ୍ତମାନ ସୁଧା ରାଜ୍ୟରେ କୌଣସି ଭାଇରସ କୁ ନେଇ କୌଣସି ସୂଚନା ନାହିଁ।

Byte- ଆଲୋକ ବାଜପେଇ, କଲିକତା, କେନ୍ଦ୍ରୀୟ ଟିମ
Byte- ନାରାୟଣ ସେଠି, ଅଧିକ୍ଷକ, କ୍ୟାପିଟାଲ ହସ୍ପିଟାଲ
Byte- ଏସ କେ କର, ଆଞ୍ଚଳିକ ପରିବାର କଲ୍ୟାଣ ନିର୍ଦେଶକ, ଓଡିଶା ସରକାର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.