ETV Bharat / city

କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା - central-excise-commissioner-sucide-at-home

କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା। ସୂଚନା ଅନୁଯାୟୀ ଘରେ ପତ୍ନୀ ଓ ଝିଅ ଅନୁପସ୍ଥିତ ରହିଥିବାବେଲେ ବେକରେ ବେଡ଼ସିଟ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି ।

central-excise-commissioner-sucide
central-excise-commissioner-sucide
author img

By

Published : Dec 29, 2019, 12:01 PM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ବେଡସିଟ ବେକରେ ଲଗାଇ କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନରଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ବରମୁଣ୍ଡାସ୍ଥିତ ଗଜ ହାଉସିଂ ବୋର୍ଡ କଲୋନୀ L-338ରୁ ଏକେ ଧଳଙ୍କ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୋଲିସ ।

central-excise-commissioner-sucide-at-home
କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଆତ୍ମହତ୍ଯା

ତେବେ ଶନିବାର ରାତି ୯ଟା ସମୟରେ ମୃତଦେହ ଜବତ ହୋଇଥିବାବେଳେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ଖଣ୍ଡଗିରି ଥାନା ପୋଲିସ । ଘରେ କେହି ନଥିବାବେଳେ ପତ୍ନୀ ଓ ଝିଅ ଜଣେ ସମ୍ପର୍କୀୟଙ୍କ ସୁଧ କ୍ରିୟାରେ ଯୋଗଦେବାକୁ ଯାଇଥିବା ସମୟରେ ଆତ୍ମହତ୍ୟା କରିଛନ୍ତି ଏକେ ଧଳ ।

କିଛି ଦିନ ଧରି ମାନସିକ ରୋଗରେ ଚିକିତ୍ସିତ ହେଉଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି। ତେବେ କିପରି ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି ସୁରାକ ମିଳିନଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇିଟିଭି ଭାରତ

Intro:ବେକରେ ବେଡସିଟ ଲଗାଇ ଆତ୍ମହତ୍ଯା,
ସେଣ୍ଟ୍ରାଲ ଏକ୍ସାଇଜ ଆସିଷ୍ଟାଣ୍ଟ କମିସନର ମୃତଦେହ ଉଦ୍ଧାରBody:

ରାଜଧାନୀରେ ଚାଂଚଲ୍ଯ।ବେଡସିଟ ବେକରେ ଲଗାଇ ଆତ୍ମହତ୍ଯା।ସେଣ୍ଟ୍ରାଲ ଏକସାଇଜ କମିସନର ଏ କେ ଧଳଙ୍କ ମୃତଦେହ ଉଦ୍ଧାର।ଝୁଲନ୍ତା ଅବସ୍ଥାରେ ବରମୁଣ୍ଡା ସ୍ଥିତ ଗଯହାଉସିଂ ବୋର୍ଡ କଲୋନି L-338ରୁ ଉଦ୍ଧାର କରିଛି କମିସନରେଟ ପୋଲିସ।ତେବେ ଶନିବାର ରାତି ୯ଟା ସମୟରେ ମୃତଦେହ ଜବତ ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ କ୍ଯାପିଟାଲ ହସପିଟାଲକୁ ପଠାଇଛି ଖଣ୍ଡଗିରି ଥାନା ପୋଲିସ।ତେବେ ତାଙ୍କ ପତ୍ନୀ ଓ ଝିଅ ଜଣେ ସମ୍ପର୍କିୟଙ୍କ ସୁଧ କ୍ରିୟାରେ ଯୋଗଦେବାକୁ ଯାଇଥିବା ସମୟରେ ଏଭଳି ମୃତଦେହ ଉଦ୍ଧାର ହୋଇଛି।ତେବେ ସେ କିଛି ଦିନ ଧରି ମାନସିକ ରୋଗରେ ତିକିତ୍ସିତ ହେଉଥିବା ପୋଲିସ ସୁତ୍ରରୁ ସୁଚନା ମିଳିଛି।ତେବେ କିପରି ଓ କାହିଁ କି ଆତ୍ମହତ୍ସା କଲେ ସେ ନେଇ କୌଣସି ସୁରାର ମିଳିନାହିଁ ଏନେଇ ଏକ ଅପମୃତ୍ଯ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.