ETV Bharat / city

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ସୂଚୀ - CBSE ପରୀକ୍ଷା ସୂଚୀ

ନଭେମ୍ବର 30ରୁ ଆରମ୍ଭ ହେବ CBSE ଦଶମ ଟର୍ମ 1 ପରୀକ୍ଷା । ସେହପିରି ଡିସେମ୍ବର 1ରୁ ଦ୍ୱାଦଶ ପରୀକ୍ଷା ହେବ । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା CBSE ପରୀକ୍ଷା ସୂଚୀ
ପ୍ରକାଶ ପାଇଲା CBSE ପରୀକ୍ଷା ସୂଚୀ
author img

By

Published : Oct 18, 2021, 10:16 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଦଶମ ଓ ଦ୍ୱାଦଶ CBSE ଟର୍ମ 1 ପରୀକ୍ଷା ସୂଚୀ । ନଭେମ୍ବର 30ରୁ ଆରମ୍ଭ ହେବ CBSE ଦଶମ ଟର୍ମ 1 ପରୀକ୍ଷା । ସେହପିରି ଡିସେମ୍ବର 1ରୁ ଦ୍ୱାଦଶ ପରୀକ୍ଷା ହେବ ।

କାଶ ପାଇଲା CBSE ପରୀକ୍ଷା ସୂଚୀ
କାଶ ପାଇଲା CBSE ପରୀକ୍ଷା ସୂଚୀ
1ରୁ 22 ଡିସେମ୍ବର ପର୍ଯ୍ୟନ୍ତ ଦ୍ବାଦଶ ପରୀକ୍ଷା ହେବ । ଦଶମ ଶ୍ରେଣୀ ପରୀକ୍ଷା ସକାଳ11ଟା 30ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହପରି ଟର୍ମ 1 ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦିନ 11ଟା 30ରୁ ମଧ୍ୟାହ୍ନ ଗୋଟାଏ ଯାଏଁ ଚାଲିବ । ପ୍ରମୁଖ ବିଷୟଗୁଡ଼ିକର ପ୍ରତ୍ୟେକ ପେରର୍‌ ଅବଧି 90 ମିନିଟ ରହିବ। ଏହି ପେପର ପଢିବା ସମୟ 15 ମିନିଟ୍ ପରିବର୍ତ୍ତେ 20 ମିନିଟ୍ ଦିଆଯିବ। କୌଣସି ସୂଚନାର ସତ୍ୟତା ପାଇଁ CBSE ୱେବସାଇଟ୍ www.cbse.nic.in ରେ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।
କାଶ ପାଇଲା CBSE ପରୀକ୍ଷା ସୂଚୀ
କାଶ ପାଇଲା CBSE ପରୀକ୍ଷା ସୂଚୀ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.