ETV Bharat / city

‘ସିବିଏସଇର ଫି ବୃଦ୍ଧି, ବୋଝ ଉପରେ ନଳିତା ବିଡା ଭଳି’ - ବୃଦ୍ଧି ହେଲା ସିବିଏସଇ ପରୀକ୍ଷା ଫି

ସିବିଏସଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛି । ଏହାକୁ ତୀବ୍ର ବିରୋଧ କରୁଛି ରାଜ୍ୟ ଅଭିଭାବକ ସଙ୍ଘ । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପରୀକ୍ଷା ଫି’ 24 ଗୁଣା ଅର୍ଥାତ 50 ଟଙ୍କାରୁ 1200 ଟଙ୍କା ବୃଦ୍ଧି ପାଇଛି । ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ 750 ଟଙ୍କାରୁ 1500 ଟଙ୍କା ହୋଇଛି ।

ଫାଇଲ ଫଟୋ
author img

By

Published : Aug 12, 2019, 11:44 PM IST

Updated : Aug 13, 2019, 4:12 AM IST

ଭୁବନେଶ୍ବର: ପିଲାଏ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢିବା ଏବେ ହେବ ମହଙ୍ଗା ।କାରଣ ସିବିଏସଇ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି । ଯାହାକୁ ତୀବ୍ର ବିରୋଧ କରୁଛି ରାଜ୍ୟ ଅଭିଭାବକ ସଙ୍ଘ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସିବିଏସଇର ଏହି ପଦକ୍ଷେପ ବୋଝ ଉପରେ ନଳିତା ବିଡା ଭଳି । ସିବିଏସଇ କର୍ତ୍ତୃପକ୍ଷ ମନଇଛା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି କରୁଛନ୍ତି । ଯାହାକୁ ନେଇ ଏବେ ସାରା ଦେଶର ଅଭିଭାବକ ଚିନ୍ତାରେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦଶରେ ଗୋଟିଏ ଫି’ ରେଗୁଲେଟାରି କମିଟି ତା ରିପୋର୍ଟ ଦେଇଛି ଏବଂ ଏହାର ଅନୁମଦନର ଅପେକ୍ଷାରେ ଥିବା ବେଳେ ହଠାତ ସିବିଏସଇର ଏଭଳି ନିଷ୍ପତ୍ତି ନେବା କେତେଦୂର ଠିକ ବୋଲି ପ୍ରଶ୍ନ କରିଛି ରାଜ୍ୟ ଅଭିବାବକ ସଙ୍ଘ ।

ଏଠାରେ ସୂଚନା ଥାଉକି ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପରୀକ୍ଷା ଫି’ 24 ଗୁଣା ଅର୍ଥାତ 50 ଟଙ୍କାରୁ 1200 ଟଙ୍କା ବୃଦ୍ଧି ପାଇଛି । ଯାହା ଗରିବ ଏସଟି ଓ ଏସସି ପିଲାଙ୍କ ଟେନସନ ବଢାଇବ । ଏହାସହ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ 750 ଟଙ୍କାରୁ 1500 ଟଙ୍କା ହୋଇଛି । ଯାହାକି ଦୁଇ ଗୁଣ ବଢିଛି ।

ଅନ୍ୟପଟେ ଆଡିସନାଲ 5 ଟି ପେପର ପାଇଁ 300 ଟଙ୍କା ରଖାଯାଇଛି । ପାସ କରି ମାଇଗ୍ରେସନ ସାର୍ଟିଫିକେଟ ନେଲେ 300 ଟଙ୍କା ପୁଣି ଦେବାକୁ ପଡିବ । ଏ ସବୁକୁ ନେଇ ରାଜ୍ୟ ଆଭିବାକ ସଙ୍ଘର ସଭାପତି ବାସୁଦେବ ଭଟ ତ୍ରୀବ ନିନ୍ଦା କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:nullBody:ବେଝ ଉପରେ ନଳିତା ବିଡା ଦେଉଛି ସିବିଏସି : ରାଜ୍ୟ ଅଭିବାବକ ସଙ୍ଘ
ଯେତେବେଳେ ସରକାର କହିଛନ୍ତି ସାରା ଦେଶ ରେ ଫ୍ରି ଏଜୁକେଶନ ହଉ ବୋଲି ସେତେବେଳେ ସିବିଏସି କିଭଳି ଭାବରେ ଏମିତି ମନ ଇଛା ସ୍କୁଲ କଲେଜ ଫି ବୃଦ୍ଧି କରୁଛି, ତାକୁ ନେଇ ଏବେ ରାସା ଦେଶ ର ଅବିଭାବକ ଚିନ୍ତା ରେ ପଡିଥିବା ବେଳେ ରାଜ୍ୟ ଅଭିବାବକ ସଙ୍ଘ ତୀବ୍ର ବିରେଧ କରୁଛି। ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଫି ରେଗୁଲେଟାରି କମିଟି ପାଖରେ ଏ ସବୁ ଜିନିଷ ପ୍ରତି ଆବେଦନ କରାଯାଇଛି। ଯାହାର ବର୍ତ୍ତମାନ ଶୁଦ୍ଧା କୌଣସି ଶୁଣାଣି ହୋଇ ନ ଥିବା ବେଳେ କିଭଳି ସିବିଏସି ଛୁଆ ଙ୍କ ଫି ବୃଦ୍ଧି କରିଛି। ଏଠି ସୂଚନା ଥାଉ କି ସିବିଏସି ପିଲା ଙ୍କ ବିଭିନ୍ନ ସ୍କୁଲ ଫି 24 ଗୁଣା ବୃଦ୍ଧି ପାଇଛି ,ଯାହା ପାଇଁ ଗରିବ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ହଇରାଣ ହୋଉଛନ୍ତି, ଏହା ସହ ସାଧାରଣ ବର୍ଗ ର ଛାତ୍ରଛାତ୍ରୀ ଙ୍କ ପରକ୍ଷା ଫି 750 ଟଙ୍କା ରୁ 1200 ଟଙ୍କା ହୋଇଛି, ଅନ୍ୟ ପଟେ ଏଡିସନାଲ 5 ପେପର ପାଇଁ 300 ଟଙ୍କା ରଖାଯାଇଛି। ପାସ କରି ସାର୍ଟିଫିକେଟ ନେଲେ 300 ଟଙ୍କା ପୁଣି ଦେବାକୁ ପଡିବ। ଏ ସବୁ କଥା କୁ ନେଇ ରାଜ୍ୟ ଆଭିବାକ ସଙ୍ଘ ର ସଭାପତି ବାସୁଦେବ ଭଟ ତ୍ରିବ ନିନ୍ଦା କରିଛନ୍ତି।Conclusion:null
Last Updated : Aug 13, 2019, 4:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.