ETV Bharat / city

କ୍ବାରେଣ୍ଟାଇନରେ ବୁଲି 2 ଜଣଙ୍କ ନାଁରେ ମାମଲା

ଭୁବନେଶ୍ବରରେ ନିୟମ ଉଲ୍ଲଂଘନ କରିଥିବାରୁ 2 ଜଣଙ୍କ କୋରୋନା କ୍ବାରେଣ୍ଟାଇନ ନାଁରେ ମାମଲା ରୁଜୁ କଲା ବିଏମସି । କ୍ବାରେଣ୍ଟାଇନରେ ନରହି ସାଧାରଣରେ ବୁଲିଲେ ଦୁଇ କୋରୋନା ସନ୍ଦିଗ୍ଧ । ଅଧିକ ପଢନ୍ତୁ....

author img

By

Published : Mar 22, 2020, 10:49 PM IST

Updated : Mar 22, 2020, 10:56 PM IST

case-in-the-name-of-two-corona-quarantine-person-in-bhubaneswar
କ୍ବାରେଣ୍ଟାଇନରେ ବୁଲି 2 ଜଣଙ୍କ ନାଁରେ ମାମଲା

ଭୁବନେଶ୍ବର: କୋରୋନା ସନ୍ଦିଗ୍ଧ ବୁଲିଲେ । ଭୁବନେଶ୍ବରରେ ନିୟମ ଉଲ୍ଲଂଘନ କରିଥିବାରୁ 2 ଜଣଙ୍କ କୋରୋନା କ୍ବାରେଣ୍ଟାଇନ ନାଁରେ ମାମଲା ରୁଜୁ କଲା ବିଏମସି । କ୍ବାରେଣ୍ଟାଇନରେ ନରହି ସାଧାରଣରେ ବୁଲୁଲେ ଦୁଇ କୋରୋନା ସନ୍ଦିଗ୍ଧ । ଉଭୟଙ୍କୁ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଥିବା ଜଣାପଡିଛି ।

ଭୁବନେଶ୍ବର କରୋନା କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନ ପାଇଁ ୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଭୁବନେଶ୍ବରରେ କୋରୋନା ସଂକ୍ରମଣକୁ ମାତ ଦେବା ପାଇଁ ବିଏମସି ହେଲା କଠୋର । ଦୁଇ କୋରୋନା ସନ୍ଦିଗ୍ଧ ସର୍ବସାଧାରଣରେ ବୁଲାବୁଲି କରୁଥିଲେ ତେଣୁ ବିଏମସି ପକ୍ଷରୁ ଏତଲା ଦିଆଯାଇଛି । ଭୁବନେଶ୍ବର ଶୈଳେଶ୍ରୀ ବିହାରର ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ବିଏମସି ପକ୍ଷରୁ ଦିଆଯାଇଛି ।

ସୂଚନାପାଇ ବିଏମସି ନର୍ଥ ଜୋନ ଡେପୁଟି କମିଶନର ପ୍ରମୋଦ ପୃଷ୍ଟି, ପୋଲିସ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ସନ୍ଦିଗ୍ଧଙ୍କ ଘରେ ପହଞ୍ଚିଥିଲେ । ଆମ୍ବୁଲାନ୍ସ ମାଧ୍ୟମରେ ଦୁଇ ଜଣଙ୍କୁ ଘରୁ ଉଠାଇନେଇ ସରକାରୀ କ୍ବାରେଣ୍ଟାଇନରେ ରଖାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବକୁମାର ରାୟ, ଇଟିଭି ଭାରତ

Last Updated : Mar 22, 2020, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.