ETV Bharat / city

ନାବାଳିକା ଗଣଦୁଷ୍କର୍ମ ମାମଲା, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଶୁଣାଣି

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ଶୁଣାଣି କରୁଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା । ଅଧିକ ପଢନ୍ତୁ...

ନାବାଳିକା ଗଣଦୁଷ୍କର୍ମ ମାମଲା
ନାବାଳିକା ଗଣଦୁଷ୍କର୍ମ ମାମଲା
author img

By

Published : Nov 18, 2020, 1:03 PM IST

ଭୁବନେଶ୍ବର: ଆଜି ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ହେଉଛି ଶୁଣାଣି । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରୁଛନ୍ତି ଆୟୋଗର ଅଧ୍ୟକ୍ଷା ।

ନାବାଳିକା ଗଣଦୁଷ୍କର୍ମ ମାମଲା

ଏନେଇ ପୂର୍ବରୁ ହୋଇଥିବା ନୋଟିସ ଆଧାରରେ କୋର୍ଟରେ ହାଜର ହୋଇଛନ୍ତି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପିଆରଓ ଏବଂ ଅଭିଯୋଗକାରିଣୀ । ମାମଲାରେ ସମ୍ପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ହାଜର ପାଇଁ ନୋଟିସ ହୋଇଥିଲା ।

ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ଅଧ୍ୟକ୍ଷାଙ୍କ ସମେତ ଆୟୋଗର ଦୁଇ ଜଣ ମେମ୍ବରଙ୍କ ଉପସ୍ଥିତିରେ ଶୁଣାଣି ହେଉଛି ।

ସୂଚନା ଥାଉକି, ରାଜଧାନୀରେ ଜଣେ ନାବାଳିକାଙ୍କୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମର କର୍ମଚାରୀ ଗଣଦୁଷ୍କର୍ମ କରିଥିବାର ପୀଡିତାଙ୍କ ମା’ ଅଭିଯୋଗ କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.