ETV Bharat / city

ଡ୍ରାଏ ରନ ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ - covid vaccine dry run

ଡ୍ରାଏ ରନ ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ । ଷ୍ଟେଟ ନୋଡାଲ ଅଫିସରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

Capital Hospital is ready for dry run
ଡ୍ରାଏ ରନ ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ
author img

By

Published : Jan 1, 2021, 7:56 PM IST

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବ ଡ୍ରାଏ ରନ । ଯାହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ଏନେଇ କ୍ୟାପିଟାଲ ହସ୍ପିଟାଲରେ ଥିବା ଏକ ବିଲିଡିଂକୁ ଟୀକାକରଣ ପାଇଁ ବ୍ୟବହାର କରାଯିବ । ଟୀକାକରଣ କିଭଳି କରାଯିବ। ଟୀକା ନେବା ପାଇଁ ଆସୁଥିବା ଲୋକମାନଙ୍କୁ କିଭଳି ପ୍ରବେଶ କରାଯିବ ସେନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ଷ୍ଟେଟ ନୋଡାଲ ଅଫିସର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଶନିବାର ହେବାକୁ ଥିବା ଡେମୋ ଟୀକାକରଣର ଡ୍ରାଏ ରନ କରାଯିବ।

ଡ୍ରାଏ ରନ ପାଇଁ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ

ଯେଉଁଥିରେ 25 ଜଣଙ୍କୁ ଅଂଶଗ୍ରହଣ କରାଯାଇଛି। ଲୋକଙ୍କ ପ୍ରତୀକ୍ଷାଳୟ କକ୍ଷ ଓ ଟୀକାକରଣ କରାଯାଉଥିବା କକ୍ଷ ସହ ଅବଜରଭେଶନ କକ୍ଷ ରହିଛି। ଯାହା ଟୀକାକରଣ ପରେ ଅବଜରବେଶନରେ 30 ମିନିଟ ରହିବା ଆବଶ୍ୟକ। ଯାହା ଟିକାକରଣର ପାର୍ଶ୍ଵ ପ୍ରତିକ୍ରିୟା ରହୁଛି କି ନାଇଁ ସେନେଇ ଲୋକଙ୍କୁ ଅବଗତ କରାଯିବ। ଅନ୍ୟପଟେ ଟୀକାକରଣ କରୁଥିବା ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.