ETV Bharat / city

ରାଜଧାନୀ ପ୍ରତିଷ୍ଠା ଦିବସରେ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

ରାଜଧାନୀର 73 ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏ ଅବସରେ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 14, 2021, 8:12 AM IST

Capital Bhubaneswar Celebrates Its 73rd Foundation Day
ରାଜଧାନୀ ପ୍ରତିଷ୍ଠା ଦିବସରେ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

ଭୁବନେଶ୍ୱର : ରାଜଧାନୀର 73 ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏ ଅବସରରେ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ମନ୍ଦିର ମାଳିନୀ ସହର ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଏ ଦିବସ ପାଳିତ ହୋଇଯାଇଛି ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ଠାରେ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ଏଥିରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ କରାଯାଇଛି । ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ , ଲେଲିନ ମହାନ୍ତି , ବରିଷ୍ ସାମ୍ବାଦିକ ପ୍ରଦୁଷ ପଟ୍ଟନାୟକଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ତେବେ ସମ୍ମାନିତ ବ୍ୟକ୍ତିମାନେ ସୁସ୍ଥ ସୁନ୍ଦର ଭୁବନେଶ୍ୱର ଗଠନ ସହ ବ୍ୟକ୍ତିଗତ ସେବା ଓ ପ୍ରତିଭା ବିକାଶରେରେ ଏହି ସାମ୍ମନ ଅନେକ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି। ସହର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ପ୍ରତିଟି ରାଜଧାନୀବାସୀଙ୍କୁ ପ୍ରଚେଷ୍ଟା କରିବାର ଆହ୍ବାନ ଦେଇଥିଲେ ବାଚସ୍ପତି ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.