ETV Bharat / city

ରାଜଧାନୀରେ ଗଞ୍ଜେଇ କାରବାର ପର୍ଦ୍ଦାଫାଶ, 3 ଗିରଫ - ଭୁବନେଶ୍ବର ଖବର

ରାଜଧାନୀ ଭୁବନେଶ୍ବରରୁ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କଲା କ୍ୟୁଏଟି ଓ କମିଶନରେଟ ପୋଲିସ । ପୃଥକ ପୃଥକ ସ୍ଥାନରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ମୋଟ 3 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

Cannabis smuggling in the bhubaneswar, 3 arrests
ରାଜଧାନୀରେ ଗଞ୍ଜେଇ କାରବାରର ପର୍ଦ୍ଦାଫାସ, 3 ଗିରଫ
author img

By

Published : Jun 18, 2020, 8:48 PM IST

ଭୁବନେଶ୍ବର: ଲକଡାଉନ ପରେ ବଢୁଛି ଗଞ୍ଜେଇ କାରବାର । ନିଶାଡିଙ୍କ ଡିମାଣ୍ଡ ଦେଖି ଗଞ୍ଜେଇ ଯୋଗାଉଛନ୍ତି ସପ୍ଲାୟର । ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ବାଲିଅନ୍ତା ଦୁଲାଦେଇ ମନ୍ଦିର କଡରେ 4 ବସ୍ତା ଗଞ୍ଜେଇ ଡିଲ ଚାଲିଥିବା ବେଳେ କ୍ୟୁଏଟି ଧରିଛି ୯୬ କେଜି ୪୦୦ଗ୍ରାମ ଗଞ୍ଜେଇ । ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିବା ସହ ନଗଦ 1500 ଟଙ୍କା ଜବତ କରିଛି ପୋଲିସ । ଗିରଫ ବ୍ୟବସାୟୀ କାଶୀପୁର ଉପରସାହି ଜଙ୍କିଆ ଖୋର୍ଦ୍ଧାର ବୀରବର ପ୍ରଧାନ ବୋଲି ଜଣାପଡିଛି ।

Cannabis smuggling in the bhubaneswar, 3 arrests
ରାଜଧାନୀରେ ଗଞ୍ଜେଇ କାରବାରର ପର୍ଦ୍ଦାଫାସ, 3 ଗିରଫ

OD021919 ଟ୍ରାଭେରା ଯୋଗେ ୪ ବସ୍ତା ଗଞ୍ଜେଇ କାରବାର ଚାଲିଥିଲା । ସେହିପରି ଖଣ୍ଡଗିରି ଅଞ୍ଚଳରେ 2 ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ୮ କେଜି ଗଞ୍ଜେଇ ସହ ନଗଦ ୨୭୦୦ ଟଙ୍କା ଓ 2ଟି ମୋବାଇଲ ଫୋନ ଜବତ ହୋଇଛି । ସମସ୍ତଙ୍କୁ ଏନଡିପିଏସ ଆକ୍ଟରେ ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.