ETV Bharat / city

ସ୍ବିଗି ଡେଲିଭରି ବଏ ବେଶରେ ଗଞ୍ଜେଇ ଚାଲାଣ, ସପ୍ଲାଏ ବେଳେ ଧରାପଡିଲା ଅଭିଯୁକ୍ତ - ଭୁବନେଶ୍ଵର ଜିଲ୍ଲା ମୋବାଇଲ ୟୁନିଟ

ଡେଲିଭରି ବଏ ବେଶରେ ଗଞ୍ଜେଇ ମାଫିଆ। ତେବେ ସ୍ବିଗି ଲେଖାଥିବା ଓ ଲୋଗୋ ଥିବା ବ୍ୟାଗରେ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ଅବକାରୀ ଭୁବନେଶ୍ଵର ଜିଲ୍ଲା ମୋବାଇଲ ୟୁନିଟ। ଅଧିକ ପଢନ୍ତୁ...

ସ୍ବିଗି ଡେଲିଭରି ବୟ ବେଶରେ ଗଞ୍ଜେଇ ଚାଲାଣ, ସପ୍ଲାଏ ବେଳେ ଧରାପଡିଲା ଅଭିଯୁକ୍ତ

author img

By

Published : Sep 8, 2021, 9:23 AM IST

ଭୁବନେଶ୍ବର: ଡେଲିଭରି ବଏ ବେଶରେ ଗଞ୍ଜେଇ ମାଫିଆ। ଗଞ୍ଜେଇ ଚାଲାଣ ପାଇଁ ଆପଣାଇଛନ୍ତି ଭିନ୍ନ ତରିକା। ପୋଲିସ ଓ ଏକ୍ସାଇଜ ସ୍କାନରରୁ ଖସିବାକୁ ନୁଆ ଚାଲ। ଏଥର ସ୍ବିଗି ଅର୍ଡର ଡେଲିଭେରି ବଏ ବେଶରେ ହେଉଛି ଗଞ୍ଜେଇ ଚାଲାଣ। ସ୍ବିଗି ଲେଖାଥିବା ଓ ଲୋଗୋ ଥିବା ବ୍ୟାଗରେ ଗଞ୍ଜେଇ ଚାଲାଣ ବେଳେ ଜବତ କରିଛି ଅବକାରୀ ଭୁବନେଶ୍ଵର ଜିଲ୍ଲା ମୋବାଇଲ ୟୁନିଟ। ଏନେଇ ଭୁବନେଶ୍ବର ଅବକାରୀ ଷ୍ଟେସନ ୨ ଓ ୩ ସହୟତାରେ ଗଞ୍ଜେଇ ଜବତ କରିଛି।

ସ୍ବିଗି ଡେଲିଭରି ବୟ ବେଶରେ ଗଞ୍ଜେଇ ଚାଲାଣ, ସପ୍ଲାଏ ବେଳେ ଧରାପଡିଲା ଅଭିଯୁକ୍ତ

୧୫ କେଜି ୨୦୦ ଗ୍ରାମର ଗଞ୍ଜେଇ ଜଵତ ସହ ଅଭିଯୁକ୍ତ ପ୍ରେମଚନ୍ଦ୍ର ନାୟକକୁ ଗିରଫ କରିଛି ଅବକାରୀ ଟିମ। ତେବେ ଅଭିଯୁକ୍ତର ଘର ଓଲ୍ଡଟାଉନର କୁଜପାଟଣା ସାହି ବୋଲି ଜଣାପଡିଛି। ଏପଟେ ଧରାପଡିଥିବା ଯୁବକ ସେମାନଙ୍କର ଡେଲିଭେରି ବଏ ନୁହେଁ କି ସ୍ବିଗି ସହ ଜଡିତ ନୁହେଁ ବୋଲି ସ୍ବିଗି ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଜୋରଦାର କରିଛି ପୋଲିସ । ଏଥିପାଇଁ ଯାହା ସହଯୋଗ ସ୍ବିଗି କରିବାକୁ ପ୍ରସ୍ତୁତ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.