ETV Bharat / city

କାମ୍ପା ଫଣ୍ଡରେ ଆସିଛି 5933.98 କୋଟି ଅନୁଦାନ - କାମ୍ପା ଫଣ୍ଡକୁ ସରକାରୀ ଅନୁଦାନ

କାମ୍ଫା ଫଣ୍ଡରେ 2009-10ରୁ 2017-18 ମଧ୍ୟରେ 2684.15 କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି । ସେହିପରି ଚଳିତ ବର୍ଷ 5933.98 କୋଟି ଟଙ୍କା ଅନୁଦାନ ଆସିଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

CAMPA FUND, କାମ୍ପା ଫଣ୍ଡ
କାମ୍ପା ଫଣ୍ଡରେ ଆସିଛି 5933.98 କୋଟି ଅନୁଦାନ
author img

By

Published : Nov 26, 2019, 12:36 PM IST

Updated : Nov 26, 2019, 3:31 PM IST

ଭୁବନେଶ୍ବର: ଚଳିତ ବର୍ଷ କାମ୍ପା ଫଣ୍ଡକୁ ଆସିଛି 5933.98 କୋଟି ଟଙ୍କା ଅନୁଦାନ । ଗତ 2009-10 ରୁ 2017-18 ଭିତରେ 2684.15 କୋଟି ଟଙ୍କା ଆସିଥିଲା । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

କାମ୍ପା ଫଣ୍ଡରେ ଆସିଛି 5933.98 କୋଟି ଅନୁଦାନ
ତେବେ 2621.57କୋଟି ଟଙ୍କାରୁ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ବାସସ୍ଥାନର ସୁରକ୍ଷା ଓ ପ୍ରତିକାତ୍ମକ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଆସିଥିବା ଅନୁଦାନରୁ ରାଜ୍ୟ ସରକାର 92 ପ୍ରତିଶତ ଖର୍ଚ୍ଚ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କାମ୍ଫା ଫଣ୍ଡରେ 2009-10ରୁ 2017-18 ଭିତରେ 2684.15 କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି। ସେଥିରୁ 2621.57କୋଟି ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ବାସସ୍ଥାନର ସୁରକ୍ଷା , ପ୍ରତିକାତ୍ମକ ଜଙ୍ଗଲ ସୃଷ୍ଟି କରିବା ପାଇଁ ଅର୍ଥ ବିନିଯୋଗ କରାଯାଇଛି। ଆସିଥିବା ଅନୁଦାନରୁ ରାଜ୍ୟ ସରକାର 92ପ୍ରତିଶତ ଖର୍ଚ୍ଚ କରିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସୂଚନା।
2019ରେ କାମ୍ପା ଫଣ୍ଡରେ 5933.98 କୋଟି ଟଙ୍କା ଅନୁଦାନ ଆସିଛିBody:ବାଇଟ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀConclusion:
Last Updated : Nov 26, 2019, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.