ETV Bharat / city

Manas Murder Case: ମିଳିଲା ଶର୍ମିଷ୍ଠାଙ୍କ କାର, ମେମୋରି ଚିଫ୍ ଖୋଜୁଛି ପୋଲିସ

author img

By

Published : Mar 23, 2022, 2:30 PM IST

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ସଂପୃକ୍ତି ଥିବା ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି । ଭୁବନେଶ୍ବରର ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

Cameraman Manas murder case
Cameraman Manas murder case: ଶର୍ମିଷ୍ଠାଙ୍କ କାର ଜବତ କଲା ପୋଲିସ

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ସଂପୃକ୍ତି ଥିବା ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି । ଭୁବନେଶ୍ବରର ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ ଜବତ କରିଛି ପୋଲିସ । ମାନସ ହତ୍ୟା ମାମଲାକୁ ନେଇ ୱେବ ଚ୍ୟାନେଲର ସମ୍ପାଦିକା ଶର୍ମିଷ୍ଠା ରାଉତଙ୍କର ଗୋଟିଏ ପରେ ଗୋଟିଏ ସୁରାକ ଖୋଜିବାରେ ଲାଗିଛି ପୋଲିସ ।

Cameraman Manas murder case

ଗତକାଲି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ରାଉତଙ୍କୁ ପୋଲିସ ଗିରଫ କରିଛି । ଆଜି ତାଙ୍କ ଆପାର୍ଟମେଣ୍ଟରୁ OD02BA6599 ନମ୍ବର ଥିବା ଏକ ଧଳା ସାଣ୍ଟ୍ରୋ କାରକୁ ଜବତ କରିଛି । ମାନସ ସ୍ବାଇଁଙ୍କ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଥିବାବେଳେ ମୃତ ମାନସ ପାଖରେ ଥିବା ମେମୋରି ଚିଫକୁ ଖୋଜୁଛି ପୋଲିସ । ଚିଫର ସତ୍ୟତା ଖୋଲିଯିବା ଭୟରେ ମାନସକୁ ରାସ୍ତାରୁ ହଟାଇ ଦେଇଥିଲେ ଶ୍ରମିଷ୍ଠା ଓ ନିରଞ୍ଜନ । ତେବେ ଏହାର ପ୍ରମାଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ଶର୍ମିଷ୍ଠା ଯାଉଥିବା ସ୍ଥାନ ଗୁଡ଼ିକୁ ପୋଲିସ ରେଡ ମାରିଛି । ଶର୍ମିଷ୍ଠା ଆଶ୍ରମ ସମେତ ତାର‌ ଏକ ଫ୍ଲାଟରେ ମଧ୍ୟ ରେଡ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.