ରବିବାର ପର୍ଯ୍ୟନ୍ତ ଗୃହ ମୁଲତବୀ
ରବିବାର ପର୍ଯ୍ୟନ୍ତ ଗୃହ ମୁଲତବୀ - ବଜେଟ ଅଧିବେଶନର ଗୃହକାର୍ଯ୍ୟ ଆରମ୍ଭ
17:51 March 20
ରବିବାର ପର୍ଯ୍ୟନ୍ତ ଗୃହ ମୁଲତବୀ
12:16 March 20
ବିଧାନସଭାରେ ମାହାଙ୍ଗା ମର୍ଡର ତାତି
ବିଧାନସଭାରେ ମାହାଙ୍ଗା ମର୍ଡର ତାତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏତଲାର 13 ନମ୍ବର ଅଭିଯୁକ୍ତ ଭାବେ ମନ୍ତ୍ରୀ ନାଁ ରହିଛି ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।
12:09 March 20
ଗୃହରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ
ବିଧାନସଭାର ଶୂନ୍ୟକାଳରେ ଉଠିଲା ଜଗନ୍ନାଥ ଜମି ପ୍ରସଙ୍ଗ । ଶାସକ ଦଳ ବିଧାୟକ ପ୍ରତାପ ଦେବ ଉଠାଇଲେ ଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ । ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଉଛି । ବିଜେପି ଏହାକୁ ନେଇ ପ୍ରହେଳିକା ସୃଷ୍ଟି କରୁଛି । ବାଚସ୍ପତି ଆପଣ ରୁଲିଂ ଦିଅନ୍ତୁ ସରକାର ଏନେଇ ଆକ୍ସନ ନିଅନ୍ତୁ ।
11:49 March 20
ଗୃହରେ ଉଠିଲା ମାହାଙ୍ଗା ମର୍ଡର ମାମଲା
ଗୃହରେ ଉଠିଲା ମାହାଙ୍ଗା ମର୍ଡର ମାମଲା । ଶୂନ୍ୟକାଳରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କଲେ ବିରୋଧୀ । ମାହାଙ୍ଗା ମର୍ଡରରେ ପ୍ରତାପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଥିବେଳେ ସେ କେମିତି ଗୃହରେ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ ନାଏକ । ମନ୍ତ୍ରୀଙ୍କ ନାଁରେ ସେମାନେ ଇସ୍ତଫା ଦେଇ ମାମଲା ଲଢିବା ସ୍ବଚ୍ଛତା ପ୍ରମାଣ ଦିଅନ୍ତୁ । ଏସପି ଜେନେରାଲ ସେକ୍ରେଟାରୀ ଭାବରାଜ କାର୍ଯ୍ୟ କରୁଛନ୍ତି । ଏନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଚିନ୍ତା କରାଯାଉ କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର କହିଛନ୍ତି । ମାହାଙ୍ଗା ମର୍ଡର ନେଇ ନିଜ ମନ୍ତ୍ରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ତାଙ୍କପର ନିର୍ଦ୍ଦୋଷତା ପ୍ରମାଣ ଦିଅନ୍ତୁ ବୋଲି ନରସିଂହ କହିଛନ୍ତି ।
11:31 March 20
ସୁରୁଖୁରୁରେ ଶେଷ ହେଲା ପ୍ରଶ୍ନକାଳ ।
ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଆଜି ଅଷ୍ଟମ ଦିନ । ପୂର୍ବାହ୍ନ 10.30 ସମୟରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ପ୍ରଶ୍ନକାଳ ସୁରୁଖୁରରେ ଶେଷ ହେବା ପରେ ଏବେ ଶୂନ୍ୟକାଳ ଆରମ୍ଭ ହୋଇଛି ।
11:16 March 20
ପ୍ରଶ୍ନକାଳରେ ବିକାଶ ମନ୍ତ୍ରୀଙ୍କ ଉତ୍ତର
ଦକ୍ଷତା ବିକାଶ ଅଧିନରେ 2011-12ରୁ ଆଜି ପର୍ଯ୍ୟନ୍ତ 54 ହଜାରରୁ ଅଧିକ ଯୁବକଯୁବତୀଙ୍କୁ ଦିଆଯାଇଛି ତାଲିମ । 18 ହଜାର ପିଲା ନିଯୁକ୍ତି ପାଇଛନ୍ତି । ଦକ୍ଷତା ବିକାଶ ପାଇଁ 4 ଟି ବ୍ୟାଚରେ 141 ଜଣଙ୍କୁ ସିଙ୍ଗାପୁର ପଠାଯାଇଥିଲା । ଏବେ ସେମାନେ ଆଟିଆଇ ପଲିଟେକ୍ନିକ ନିର୍ଦ୍ଦେଶାଳୟରେ ନିଯୁକ୍ତି ଦିଆଯାଇଛି । ପ୍ରଶ୍ନ କାଳରେ ସୂଚନା ଦେଲେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ।
10:32 March 20
ବିଧାନସଭାର ଅଷ୍ଟମ ଦିନ ଆରମ୍ଭ
ଭୁବନେଶ୍ବର : ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଆଜି ଅଷ୍ଟମ ଦିନ । ପୂର୍ବାହ୍ନ 10.30 ସମୟରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ।