ETV Bharat / city

ନିଶାଦ୍ରବ୍ୟକୁ ନେଇ ଆଗାମୀ ଭବିଷ୍ୟତଙ୍କୁ ସଚେତନ କଲା BSF

author img

By

Published : Sep 3, 2022, 9:45 AM IST

ଭୁବନେଶ୍ବର ଗାଡିକଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିଶା ଦ୍ରବ୍ୟକୁ ନେଇ ସ୍କୁଲରେ BSFର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ନିଶାଦ୍ରବ୍ୟକୁ ନେଇ ସ୍କୁଲରେ BSFର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ଗାଡିକଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିଶା ଦ୍ରବ୍ୟକୁ ନେଇ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ । ବିଏସଏଫ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବପିଢ଼ି କିପରି ଦେଶ ସେବା ପାଇଁ ନିଜକୁ ନିୟୋଜିତ କରିବେ ତାହା ଉପରେ ଗୁରୁତ୍ବ ଦିଆଯାଇଛି ।

ଦେଶ ପାଇଁ ବଳି ଦାନ ଦେବାକୁ ପଛାଇବ ନାହିଁ ସେହି ବିଷୟରେ ସଚେତନ କରାଯାଇଥିଲା । ଏହା ସହିତ ନିଶା ଠାରୁ ଯୁବପିଢ଼ି ଦୁରେଇ ରହିବ ସେଥିପ୍ରତି ନଜର ଦେବା ଆବଶ୍ୟକ । କାରଣ ନିଶା ଆମ ଯୁବପିଢ଼ିକୁ କବଳିତ କରି ରଖିଛି । ଯାହାଠୁ ଦୂରରେ ରହି ଦେଶ ପ୍ରତି ନିଜର ସମର୍ପଣ ଭାବ ରଖିବ ସେଥିପାଇଁ ସେମାନଙ୍କୁ କୁହାଯାଇଛି । ଆଜାଦି କା ଅମୃତ ମହୋତ୍ସବ ନେଇ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ କରାଯାଉଛି । ଅଧିକାରୀମାନେ ଛାତ୍ରମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସୀମା ସୁରକ୍ଷା ବଳର “INDIAS FIRST LINE OF DEFENSE” ର ଉତ୍ପତ୍ତି, ଭୂମିକା, କାର୍ଯ୍ୟ ଏବଂ କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିଥିଲେ। ଏହି ଫୋର୍ସର ଗୌରବ ମାୟା ସମୟକୁ ଚିତ୍ରଣ କରିଥିଲେ। BSF ଫୋର୍ସରେ ଯୋଗଦେବାକୁ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ଏବଂ BSF ରେ ନିଯୁକ୍ତି ପ୍ରକ୍ରିୟା ବିଷୟରେ ସେମାନଙ୍କୁ ଆଲୋପାତ କରିଥିଲେ BSF ଅଧିକାରୀ।

BSF ଅଧିକାରୀ ହେଉଛନ୍ତି ଛାତ୍ରଛାତ୍ରୀମାନେ ସମାଜର ରାଷ୍ଟ୍ରଦୂତ ଅଟନ୍ତି। ସେମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯୁବକମାନଙ୍କ ମଧ୍ୟରେ ଡ୍ରଗ୍ (ନାର୍କୋ) ଅପବ୍ୟବହାର ଏବଂ ଏହାର ପରିଣାମ ବିଷୟରେ ଅବଗତ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.