ETV Bharat / city

ଅବକାରୀ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ - ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର

ଅବକାରୀ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ୍‌ । ନୋଟିସ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଗୃହକୁ ଭୁଲ୍‌ ତଥ୍ୟ ଦେଇଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ନୋଟିସ୍‌ ।

ଡିଜାଇନ ଫଟୋ
author img

By

Published : Jul 24, 2019, 5:26 PM IST

ଭୁବନେଶ୍ବର: ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ । ଏହି ନୋଟିସ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ଗୃହକୁ ଭୁଲ୍‌ ତଥ୍ୟ ଦେଇଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆସିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ଯେ, ଗତ 22 ତାରିଖରେ ପ୍ରଶ୍ନକାଳରେ ରାଜ୍ୟରେ ମଦ କାରବାର ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଭୁଲ ତଥ୍ୟ ଦେଇଛନ୍ତି । ମନ୍ତ୍ରୀ କହିଥିଲେ ଯେ, 2006 ପରଠାରୁ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିନାହିଁ । କିନ୍ତୁ ମନ୍ତ୍ରୀଙ୍କ ଏହି ଉତ୍ତର ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ସେ ଦେଇଥିବା ନୋଟିସରେ ଅଭିଯୋଗ କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ବାଚସ୍ପତି ନୋଟିସକୁ ଗ୍ରହଣ କରି ସ୍ବାଧୀକାର ଭଙ୍ଗ କମିଟିକୁ ଅନୁଧ୍ୟାନ ପାଇଁ ପଠାଇଲେ ଯାଇ ସେ କମିଟି ଆଗରେ ତଥ୍ୟ ପ୍ରମାଣ ସହ ମନ୍ତ୍ରୀ ଭୁଲ ଉତ୍ତର ଦେଇଥିବା ପ୍ରମାଣିତ କରିବେ । ବାଚସ୍ପତି ନୋଟିସ ଉପରେ ବିଚାର କରି ରୁଲିଂ ଦେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:Body:

ଅବକାରୀ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ

ଭୁବନେଶ୍ବର () ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ । ଏହି ନୋଟିସ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ ଅଭିଯୋଗ କରିଛନ୍ତି ଯେ, ଗତ 22 ତାରିଖରେ ପ୍ରଶ୍ନକାଳରେ ରାଜ୍ୟରେ ମଦ କାରବାର ସମ୍ପର୍କିତ ପ୍ରଶ୍ନର ଉତ୍ତତରେ ବିଭାଗୀୟ ମନ୍ତ୍ରୀ ଗୃହକୁ ଭୁଲ ତଥ୍ୟ ଦେଇଛନ୍ତି । ମନ୍ତ୍ରୀ କହିଥିଲେ ଯେ, 2006 ପରଠାରୁ ରାଜ୍ୟରେ ନୂଆ ମଦ ଦୋକାନ ଖୋଲିନାହିଁ । କିନ୍ତୁ ମନ୍ତ୍ରୀଙ୍କ ଏହି ଉତ୍ତର ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ସେ ଦେଇଥିବା ନୋଟିସରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ବାଚସ୍ପତି ନୋଟିସକୁ ଗ୍ରହଣ କରି ସ୍ବାଧୀକାର ଭଙ୍ଗ କମିଟିକୁ ଅନୁଧ୍ୟାନ ପାଇଁ ପଠାଇଲେ ସେ କମିଟି ଆଗରେ ତଥ୍ୟ ପ୍ରମାଣ ସହ ମନ୍ତ୍ରୀ ଭୁଲ ଉତ୍ତର ଦେଇଥିବା ପ୍ରମାଣିତ କରିବେ । ବାଚସ୍ପତି ନୋଟିସ ଉପରେ ବିଚାର କରି ରୁଲିଂ ଦେବେ ବୋଲି କହିଛନ୍ତି ।

ବାଇଟ – ଜୟନାରାୟଣ ମିଶ୍ର, ବିଜେପି ବିଧାୟକ

Byte has been sent in LiveU 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.