ETV Bharat / city

ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡର ଗାଇଡ଼ଲାଇନ

ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡ ଗାଇଡ଼ଲାଇନ। ଆବେଦନର ସମୟ ସୀମା ଜୁଲାଇ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଅଧିକ ପଢନ୍ତୁ...

ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟ ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡ ଗାଇଡ଼ଲାଇନ

author img

By

Published : Jul 11, 2021, 5:16 PM IST

କଟକ: ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ୨୦୨୧ ପାଇଁ ଜାରି ହେଲା ବୋର୍ଡ ଗାଇଡ଼ଲାଇନ। ଗ୍ରାଜୁଏସନରେ ଦୁଇଟି ସ୍କୁଲ ସବଜେକ୍ଟ ଥିଲେ କରିପାରିବେ ଆବେଦନ । ଉଭୟ କଳା ଓ ବିଜ୍ଞାନ ପାଇଁ ଏହି ନିୟମ ଲାଗୁ ହେବ । ଏପଟେ ଆବେଦନର ସମୟ ସୀମା ଜୁଲାଇ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ ।

ବୋର୍ଡର ୱେବସାଇଟ www.bseodisha.ac.in ରେ ଏଥିପାଇଁ ସମସ୍ତ ତଥ୍ୟ ଉପଲବ୍ଧ ହେବ । ବୋର୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.