ETV Bharat / city

ଘରୁ ଆଣି ବରିଷ୍ଠ ନାଗରିକଙ୍କୁ ଟିକା ଦେଲା ବିଏମସି - ଘରୁ ଆଣି ବରିଷ୍ଠ ନାଗରିକଙ୍କୁ ଟିକା ଦେଲା ବିଏମସି

ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକା ଦେବା କାର୍ଯ୍ୟ ଆଜିଠୁ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି ବିଏମସି ପକ୍ଷରୁ ଟିକା ଓ ଟେଷ୍ଟିଂ ପାଇଁ ଘରୁ ନେବା ଓ ଆଣିବାର ବ୍ୟବସ୍ଥା କରାଯାଉଛି । ଅଧିକ ପଢନ୍ତୁ...

ଘରୁ ଆଣି ବରିଷ୍ଠ ନାଗରିକଙ୍କୁ ଟିକା ଦେଲା ବିଏମସି

author img

By

Published : May 17, 2021, 10:51 PM IST

ଭୁବନେଶ୍ବର: ବରିଷ୍ଠ ନାଗରିକଙ୍କୁ ଘରୁ ଆଣି ଟିକା ଦେବା କାର୍ଯ୍ୟ ଆଜିଠୁ ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ । ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି ବିଏମସି ପକ୍ଷରୁ ଟିକା ଓ ଟେଷ୍ଟିଂ ପାଇଁ ଘରୁ ନେବା ଓ ଆଣିବାର ବ୍ୟବସ୍ଥା କରାଯାଉଛି ।

ବଡ଼ଗଡ଼ କଲ୍ୟାଣ ମଣ୍ଡପରେ ବହୁ ବରିଷ୍ଠ ନାଗରିକ ବିଏମସି ସୁବିଧାରେ ଆସି ଟିକା ନେଇଛନ୍ତି । ଆଜି(ସୋମବାର)ଠାରୁ ୧୯୨୯କୁ ଫୋନ୍ କଲେ ଉପଲବ୍ଧ ହେଉଥିବା ଏହି ସେବା ଦ୍ୱାରା ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକମାନେ ବିଶେଷ ଭାବେ ଉପକୃତ ହେବେ । ଏହି ବ୍ୟବସ୍ଥାକୁ ନେଇ ଖୁସି ପ୍ରକଟ କରିଛନ୍ତି ବରିଷ୍ଠ ନାଗରିକ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.