ETV Bharat / city

ଝାରପଡା ଜେଲରେ ବିଏମସିର ଆରଆରଟି - ଭୁବନେଶ୍ବର ଖବର

ଜେଲରେ ଗୁଡିକରେ ଏବେ କୋରୋନାକୁ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏହାକୁ ନଜରରେ ରଖି ଆଜି ଝାରପଡା ଜେଲରେ ପହଞ୍ଚିଛି ବିଏମସିର ରାପିଡ ରେସପନ୍ସ ଟିମ । ଅଧିକ ପଢନ୍ତୁ ...

BMC rapid response team in Jharpada jail
ଝାରପଡା ଜେଲରେ ବିଏମସିର ଆରଆରଟି
author img

By

Published : May 21, 2021, 10:16 PM IST

ଭୁବନେଶ୍ବର: ଝାରପଡା ଜେଲରେ ବିଏମସିର ରାପିଡ ରେସପନ୍ସ ଟିମ । ସାରା ରାଜ୍ୟରେ ଥିବା ଜେଲ ଗୁଡ଼ିକରେ ଏବେ କୋରୋନା ସଂକ୍ରମଣର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏହାକୁ ନଜରରେ ରଖି ଆଜି ଝାରପଡା ଜେଲରେ ପହଞ୍ଚିଛି ବିଏମସିର ରାପିଡ ରେସପନ୍ସ ଟିମ ।

BMC rapid response team in Jharpada jail
ଝାରପଡା ଜେଲରେ ବିଏମସିର ଆରଆରଟି

ଭୁବନେଶ୍ବର ଝାରପଡା ଜେଲ ରେ ପ୍ରାୟ ୯୬ ଜଣ କଏଦୀ କୋରୋନା ପଜିଟିଭ ହୋଇଛନ୍ତି । ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ରାପିଡ଼ ରେସପନ୍ସ ଟିମ ଦ୍ବାରା ଚେକ ଅପ କରାଯାଇଛି । କୋଭିଡ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଆରଆରଟି ଟିମ । ଆବଶ୍ୟକୀୟ ଚିକିତ୍ସା ଦେବା ସହ ରୋଗୀଙ୍କ ଅଭିଯୋଗକୁ ଶୁଣି ସମାଧାନ କରିବା ପାଇଁ ଜେଲ ଭିତରେ ବୁଲିଛନ୍ତି । ସୂଚନାଥାଉକି ରାଜ୍ୟର ବିଭିନ୍ନ ଜେଲରେ ଏବେ କୋରୋନା ସଂକ୍ରମଣ ବଢି ଚାଲିଛି। ଜେଲର ଅନ୍ତେବାସୀଙ୍କ ସହ ଜେଲ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.