ETV Bharat / city

Covid Test At Railway Station: ଏଣିକି ରେଳ ଷ୍ଟେସନରେ ବି କୋଭିଡ ଟେଷ୍ଟ ବାଧ୍ୟତାମୂଳକ - ଭୁବନେଶ୍ବରରେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ

କୋରୋନାର ସଂକ୍ରମଣ ଦିନକୁ ଦିନ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଏଣିକି ରେଳ ଷ୍ଟେସନରେ ମଧ୍ୟ କୋଭିଡ ଟେଷ୍ଟିଂ କରାଯିବ । ଅଧିକ ପଢ଼ନ୍ତୁ

ଏଣିକି ରେଳ ଷ୍ଟେସନରେ ବି କୋଭିଡ ଟେଷ୍ଟ ବାଧ୍ୟତାମୂଳକ

author img

By

Published : Jan 7, 2022, 4:03 PM IST

ଭୁବନେଶ୍ବର: କୋରୋନାର ସଂକ୍ରମଣ ଦିନକୁ ଦିନ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହି ଦ୍ରୁତ ସଂକ୍ରମଣକୁ ନଜରରେ ରଖି ଏଣିକି ରେଳ ଷ୍ଟେସନରେ ମଧ୍ୟ କୋଭିଡ ଟେଷ୍ଟିଂ କରାଯିବ । ବିମାନବନ୍ଦର RTPCR ଟେଷ୍ଟିଂ ବାଧ୍ୟତାମୂଳକ ପରେ ରେଳ ଷ୍ଟେସନ କଡ଼ା ନଜର ରଖିବାକୁ ସ୍ଥିର କରିଛି ବିଏମ୍‌ସି । ଏହି କ୍ରମରେ ରେଳ ଷ୍ଟେସନରେ ମଧ୍ୟ ହେବ ଯାତ୍ରୀଙ୍କ ସ୍କ୍ରିନିଂ । ସ୍କ୍ରିନିଂ ଆଉ ଟେଷ୍ଟିଂ ସମୟରେ ରହିବେ ଏକାଧିକ ଟିମ୍‌ ।

ଏଣିକି ରେଳ ଷ୍ଟେସନରେ ବି କୋଭିଡ ଟେଷ୍ଟ ବାଧ୍ୟତାମୂଳକ

ସେପଟେ ବିଏମସି ଅଞ୍ଚଳରେ ଦୈନିକ ୧୦ ହଜାର ଟେଷ୍ଟିଂ କରିବାକୁ ଟାର୍ଗେଟ ରହିଥିବା କଥା କହିଛନ୍ତି ବିଏଏମସିର ଜନସ୍ୱାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର । ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା RTPCR ନେଗେଟିଭ ରିପୋର୍ଟ ଆଣିଥିବେ ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡ଼ିବ । ଏଥିପାଇଁ ବିଏମ୍‌ସିର ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ ।

ଯେଉଁ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳ ଭୁବନେଶ୍ୱର, ସେମାନଙ୍କ ରିପୋର୍ଟ ଆସିବା ଯାଏଁ ଘରେ କ୍ବାରେଣ୍ଟାଇନରେ ରହିବେ । କୋଭିଡ ରିପୋର୍ଟ ପଜିଟିଭ ଆସିଲେ ବିଏମ୍‌ସିର ଗାଇଡଲାଇନ ଅନୁଯାୟୀ ଆଇସୋଲେସନରେ ରହିବାକୁ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.