ETV Bharat / city

ଗୁଡ ଫ୍ରାଇଡେ ଉପରେ ବିଏମସିର କଟକଣା

ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଡ଼ ଫ୍ରାଇଡେ ପାଳନ ଉପରେ ବିଏମସି ଲଗାଇଲା କଟକଣା । ଚର୍ଚ୍ଚରେ କେବଳ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ସମ୍ପନ୍ନ ହେବ ଧାର୍ମିକ ରୀତିନୀତି । ଅଧିକ ପଢନ୍ତୁ..

author img

By

Published : Apr 1, 2021, 9:37 PM IST

ଗୁଡ ଫ୍ରାଇଡେ ଉପରେ ବିଏମସିର କଟକଣା
ଗୁଡ ଫ୍ରାଇଡେ ଉପରେ ବିଏମସିର କଟକଣା

ଭୁବନେଶ୍ୱର: ଗୁଡ଼ ଫ୍ରାଇଡେ ପାଳନ ଉପରେ ଲାଗିଲା କଟକଣା । ବିଏମସି ଅଞ୍ଚଳରେ କୌଣସି ସର୍ବସାଧାରଣ ସଭାକୁ ଅନୁମତି ନାହିଁ । ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଧାର୍ମିକ ରୀତିନୀତି କରିପାରିବେ । ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡ଼ଲାଇନକୁ ନଜରରେ ରଖି ଗୁଡ ଫ୍ରାଇଡେ ପାଳନ କରିବେ । ୬ ଫୁଟ ସାମାଜିକ ଦୂରତ୍ୱ ରଖିବେ । ଚର୍ଚ୍ଚରେ ପ୍ରବେଶ ନେଇ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ।

ଗୁଡ ଫ୍ରାଇଡେ ଉପରେ ବିଏମସିର କଟକଣା
ଗୁଡ ଫ୍ରାଇଡେ ଉପରେ ବିଏମସିର କଟକଣା
ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ କୋରୋନା କଟକଣାକୁ ଜୋରଦାର କରାଯାଇଛି । ସର୍ବସାଧାରଣ ସ୍ଥାନଗୁଡିକ ଉପରେ ବିଏମସିର ତୀକ୍ଷ୍ଣ ନଜର ରହିଛି ।ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.