ETV Bharat / city

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ - ବିଏମସି

ମହାନଗର ନିଗମରେ କୋଭିଡ ସ୍ଥିତି ନିୟନ୍ତ୍ରଣ ବାହାରେ । ଏହାକୁ ଦୃଷ୍ଟିରେ ରଖି 65 ଜଣ କର୍ମଚାରୀଙ୍କୁ ସାମିଲ କରିବ ବିଏମସି । ଅଧିକ ପଢନ୍ତୁ...

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ

author img

By

Published : Aug 22, 2020, 10:45 PM IST

ଭୁବନେଶ୍ୱର: ମହାନଗର ନିଗମରେ କୋଭିଡ ସ୍ଥିତି ନିୟନ୍ତ୍ରଣ ବାହାରେ । ଏହାକୁ ଦୃଷ୍ଟିରେ ରଖି ଲୋକସେବା ଭବନର 26 ବିଭାଗର କର୍ମଚାରୀ ନିୟୋଜିତ ହେବେ।

ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ
ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ
ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ
ବିଏମସି କୋଭିଡ ପରିଚାଳନା, 65 କର୍ମଚାରୀଙ୍କୁ ଦାୟିତ୍ୱ

ପ୍ରାୟ 65 ଜଣ କର୍ମଚାରୀ ଏଥିରେ ସାମିଲ ହେବେ । ଏଏସ ଓ, ଡାଟା ଏଣ୍ଟ୍ରି ଅପରେଟର ରହିଛନ୍ତି। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.