ETV Bharat / city

ସ୍ମାର୍ଟସିଟିରେ ରଜ କଟକଣା - ସ୍ମାର୍ଟସିଟି

ସ୍ମାର୍ଟସିଟି ଭୁବନେଶ୍ୱରରେ ରଜ କଟକଣା । କୋରୋନା ସଂକ୍ରମଣକୁ ରୋକ ଲଗେଇବା ପାଇଁ ବିଏମସି ପକ୍ଷରୁ ରଜ ପାଳନ ଉପରେ କଟକଣା ଲଗାଯାଇଛି। ଅଧିକ ପଢନ୍ତୁ..

bmc-ban-raja-in-state-capital
bmc-ban-raja-in-state-capital
author img

By

Published : Jun 13, 2020, 10:17 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ରଜ କଟକଣା । ମହାମାରୀ କୋରୋନା ସଂକ୍ରମଣ ଦୃଷ୍ଟିରୁ ସ୍ମାର୍ଟସିଟି ଭୁବନେଶ୍ୱରରେ ରଜ ଉତ୍ସବ ପାଳନ ଉପରେ କଟକଣା ଲଗାଇଲା ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆସନ୍ତାକାଲି ପହିଲି ରଜ ଥିବାରୁ ଭୁବନେଶ୍ୱରବାସୀଙ୍କୁ ପାଳନ କରିବା ଉପରେ ରୋକ ଲଗାଇଲା ବିଏମସି । କୌଣସି ରଜ ଦୋଳି, ସାମୂହିକ ସମାବେଶ, ତାସ ଖେଳ ଆଦି ଭୁବନେଶ୍ୱରର ଜନସାଧାରଣ କରିପାରିବେ ନାହିଁ ।
ଉପକୂଳ ଓଡ଼ିଶାର ଗଣପର୍ବ ରଜରେ ବିଭିନ୍ନ ସ୍ଥାନରେ ରଜ ମଉଜ ପାଲନ କରାଯାଏ, ପିଠା ଖାଇବା, ଦୋଳି ଖେଳ, ବାଗୁଡି, ସାମୁହିକ ବସା ଉଠା ପର୍ଯ୍ୟନ୍ତ ସମସ୍ତେ ପାଳନ କରନ୍ତି । ଯେହେତୁ ଜୁନ ମାସ କୋରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି । ସେଥିପାଇଁ ବିଏମସି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.